ଦୁବାଇରେ କେତେ ହିନ୍ଦୁ ରୁହନ୍ତି? ଉତ୍ତର ଜାଣିଲେ ଚକିତ ହେବେ…
ଦୁବାଇ ନାମ ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ। ଏହାକୁ ଧନୀମାନଙ୍କର ସହର ବୋଲି କୁହାଯାଏ। ୟୁଏଇର ଏହି ରାଜଧାନୀ ବ୍ୟବସାୟ ଏବଂ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ଅଟେ। କୁହାଯାଏ ଏଠାରେ ଭାରତୀୟମାନେ ବହୁଳ ଭାବେ ରହି ଆସୁଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଦୁବାଇରେ କେତେ ହିନ୍ଦୁ ରହିଥାନ୍ତି ବୋଲି। ହୁଏତ ନା। ଆସନ୍ତୁ ସେ ବିଷୟରେ ଜାଣିବା। ଭାରତୀୟ ଦୂତାବାସର ଏକ ରିପୋର୍ଟ ମୁତାବକ ୨୦୨୧ ଯାଏ ୟୁଏଇରେ ଭାରତୀୟ ନାଗରିକଙ୍କ ସଂଖ୍ୟା ପ୍ରାୟ […] The post ଦୁବାଇରେ କେତେ ହିନ୍ଦୁ ରୁହନ୍ତି? ଉତ୍ତର ଜାଣିଲେ ଚକିତ ହେବେ… appeared first on Dharitri Odia News.
ଦୁବାଇ ନାମ ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ। ଏହାକୁ ଧନୀମାନଙ୍କର ସହର ବୋଲି କୁହାଯାଏ। ୟୁଏଇର ଏହି ରାଜଧାନୀ ବ୍ୟବସାୟ ଏବଂ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ଅଟେ। କୁହାଯାଏ ଏଠାରେ ଭାରତୀୟମାନେ ବହୁଳ ଭାବେ ରହି ଆସୁଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଦୁବାଇରେ କେତେ ହିନ୍ଦୁ ରହିଥାନ୍ତି ବୋଲି। ହୁଏତ ନା। ଆସନ୍ତୁ ସେ ବିଷୟରେ ଜାଣିବା।
ଭାରତୀୟ ଦୂତାବାସର ଏକ ରିପୋର୍ଟ ମୁତାବକ ୨୦୨୧ ଯାଏ ୟୁଏଇରେ ଭାରତୀୟ ନାଗରିକଙ୍କ ସଂଖ୍ୟା ପ୍ରାୟ ୩.୫ ମିଲିୟନ। ଗଣମାଧ୍ୟମ ରିପୋର୍ଟ ମୁତାବକ ଦୁବାଇରେ ପ୍ରାୟ ୨ ଲକ୍ଷରୁ ଅଧିକ ହିନ୍ଦୁ ବସବାସ କରନ୍ତି, ଯେଉଁଥିରୁ ୨୦% ପ୍ରବାସୀ ଭାରତୀୟ ଆବୁ ଧାବିରେ ଅଛନ୍ତି। ବାକି ସମସ୍ତେ ଦୁବାଇ ସମେତ ୬ ଏମିରେଟ୍ରେ ଅଛନ୍ତି।
କହିରଖୁଛୁ, ୟୁଏଇରେ ସବୁଠାରୁ ଅଧିକ ଆରବୀ ଭାଷା କୁହାଯାଏ।
The post ଦୁବାଇରେ କେତେ ହିନ୍ଦୁ ରୁହନ୍ତି? ଉତ୍ତର ଜାଣିଲେ ଚକିତ ହେବେ… appeared first on Dharitri Odia News.