ଦୁର୍ଘଟଣା ଘଟଇଲେ ପୁଅ, ପଦରୁ ବିଦା ହେଲେ ବାପା । ନେତାଙ୍କ ଘରେ ଚଢିଲା ବୁଲଡୋଜର

କନକ ବ୍ୟୁରୋ : ଦୁର୍ଘଟଣା ଘଟାଇଲେ ପୁଅ,ପଦରୁ ବିଦା ହେଲେ ବାପା । ମୁମ୍ବାଇ ହିଟ ଆଣ୍ଡ ରନ ମାମଲାରେ ଗିରଫ ପରେ ନିଳମ୍ବିତ ହେଲେ ହେଲେ ଶିବସେନା ନେତା ରାଜେଶ ଶାହା ।କେବଳ ସେତିକି ନୁହେଁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଥିବା ନେତାଙ୍କ ଏକ ସେ ବଡ କର ଏକ ଆଲିସାନ ଘର ଉପରେ ମଧ୍ୟ ଚାଲିଛି ବୁଲଡୋଜର । ଅନ୍ୟପଟେ ଦୁର୍ଘଟଣା ଦିନଠୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମିହିର ଶାହାକୁ ବୁଧବାର ଗିରଫ […] The post ଦୁର୍ଘଟଣା ଘଟଇଲେ ପୁଅ, ପଦରୁ ବିଦା ହେଲେ ବାପା । ନେତାଙ୍କ ଘରେ ଚଢିଲା ବୁଲଡୋଜର first appeared on Kanak News.

ଦୁର୍ଘଟଣା ଘଟଇଲେ ପୁଅ, ପଦରୁ ବିଦା ହେଲେ ବାପା । ନେତାଙ୍କ ଘରେ ଚଢିଲା ବୁଲଡୋଜର

କନକ ବ୍ୟୁରୋ : ଦୁର୍ଘଟଣା ଘଟାଇଲେ ପୁଅ,ପଦରୁ ବିଦା ହେଲେ ବାପା । ମୁମ୍ବାଇ ହିଟ ଆଣ୍ଡ ରନ ମାମଲାରେ ଗିରଫ ପରେ ନିଳମ୍ବିତ ହେଲେ ହେଲେ ଶିବସେନା ନେତା ରାଜେଶ ଶାହା ।କେବଳ ସେତିକି ନୁହେଁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଥିବା ନେତାଙ୍କ ଏକ ସେ ବଡ କର ଏକ ଆଲିସାନ ଘର ଉପରେ ମଧ୍ୟ ଚାଲିଛି ବୁଲଡୋଜର । ଅନ୍ୟପଟେ ଦୁର୍ଘଟଣା ଦିନଠୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମିହିର ଶାହାକୁ ବୁଧବାର ଗିରଫ କରିଛି ମହାରାଷ୍ଟ୍ର ପୁଲିସ ।କାବେରୀ ନକ୍କା ନାମ୍ନୀ ଜଣେ ମହିଳାଙ୍କ ଉପରେ ବିଏମଡବ୍ଲୁ କାର ଚଢ଼ାଇବା ସହ ତାଙ୍କୁ ପ୍ରାୟ ଦେଢ଼କିଲୋମିଟର ପର୍ୟ୍ୟନ୍ତ ଘୋଷାଡି ନେଇଥିଲା ଅଭିଯୁକ୍ତ । ଘଟଣା ଦିନ ନିଶା କରି ଗାଡି ଚଳାଇବା ପରେ ଏହି ଅମାନବୀୟ କାଣ୍ଡ କରିଥିଲେ ନେତାଙ୍କ ପୁଅ ।ତେବେ ଘଟଣା ପରେ ଫେରାର ମିହିରକୁ ଖୋଜିବା ପାଇଁ ମହାରାଷ୍ଟ୍ର ପୁଲିସ ୧୧ ଟିମ ଗଠନ କରି ଛାନଭିନ ଜୋରଦାର କରିଥିଲା ।ଶିବସେନା ନେତା ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଜଣେ ଘନିଷ୍ଠ ସହଯୋଗୀ

The post ଦୁର୍ଘଟଣା ଘଟଇଲେ ପୁଅ, ପଦରୁ ବିଦା ହେଲେ ବାପା । ନେତାଙ୍କ ଘରେ ଚଢିଲା ବୁଲଡୋଜର first appeared on Kanak News.