ଦୁର୍ଘଟଣାରେ ମା’ପୁଅ ମୃତ

ଯାଜପୁର: ଅଜଣା ଗାଡ଼ି ଧକ୍କାରେ ମା’ପୁଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜାତୀୟ ରାଜପଥ ୧୬ ବଡ଼ଚଣା ଥାନା ବନ୍ଦାଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିବାହ ଭୋଜିକୁ ଯାଉଥିବାବେଳେ ଏକ ଅଜଣା ଗାଡ଼ି ମା’ପୁଅଙ୍କୁ ଧକ୍କା ଦେଇଥିଲା।