ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ପୋଲିସର ଏନକାଉଣ୍ଟର

ସମ୍ୱଲପୁର: ସମ୍ବଲପୁର ପୋଲିସର ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କଲା ସମ୍ବଲପୁର ଗୋବିନ୍ଦପୁର ଥାନା ପୋଲିସ। ଗୋବିନ୍ଦପୁର ଥାନା ରଙ୍ଗଟିକିରା ଗାଁ ନିକଟରେ ଏନକାଉଣ୍ଟର କଲା ପୋଲିସ। ଭୋର ୫ଟା ୧୫ ସମୟରେ ଏନକାଉଣ୍ଟର କରିଛି ପୋଲିସ। ସୀତାରାମ ନାଁରେ ଡକାୟତି, ଚୋରି, ହତ୍ଯା ଉଦ୍ଯମ ପରି ୨୫ରୁ ଉର୍ଦ୍ଧ୍ବ ମାମଲା ରହିଛି।

sambalpur encounter