ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ, କିଏ ଓ କାହିଁକି କଲା ? ପୋଲିସର ଛାନ୍ଭିନ୍
କବିସୂର୍ଯ୍ୟନଗର୧୦/୭: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜଟେଶ୍ବର ପୋଖରୀ ନିକଟରେ ଗୁଳିମାଡ । ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ଥାନୀୟ ଅଞ୍ଚଳର ତ୍ରିନାଥ ମଲ୍ଲିକ । ତ୍ରିନାଥ ତାସ୍ ଖେଳୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଛି । ଗୁଳିମାଡ କିଏ ଓ କାହିଁକି କଲା ତାର କାରଣ ସ୍ପଷ୍ଟ ହୋଇନି । ଅଭିଯୋଗ ଆଧାରରେ ଛାନଭିନ ଚଲାଇଛି ପୋଲିସ ।