ଦୂର ହେବ ସଙ୍କଟ, ସ୍ବାଭାବିକ ହେବା ଦର : ଆଇଗିଣିଆରେ ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ
ଭୁବନେଶ୍ବର ୨୧।୮: ଦୂର ହେବ ଆଳୁ ସଙ୍କଟ । ଏଣିକି ସ୍ବାଭାବିକ ହେବା ଆଳୁ ଦର । ଶେଷରେ ବ୍ୟବସାୟୀଙ୍କ ଆଗରେ ନଇଁଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ଡାକରା ପରେ ବାହାରିଛି ସମାଧାନର ସୂତ୍ର । ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆଳୁ ପଠାଇବା ପାଇଁ ଅନୁମତି ପରେ ପଶ୍ଚିମବଙ୍ଗରୁ ଆଳୁ ଗାଡି ଓଡ଼ିଶାରେ ପହଞ୍ଚିଛି । ଏହା ଦ୍ବାରା ଦର ଖସିବା ସହ ଉପଭୋକ୍ତାଙ୍କୁ ଶସ୍ତାରେ ଆଳୁ ମିଳିବ। ସେପଟେ ଆଇଗିଣିଆ କୁବେର ପୁରୀକୁ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ସହ ବିହାରରୁ ଟ୍ରକ୍ ଯୋଗେ ଆଳୁ ପହଞ୍ଚିଛି ।You Can Read:ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ : ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ବର ୨୧।୮: ଦୂର ହେବ ଆଳୁ ସଙ୍କଟ । ଏଣିକି ସ୍ବାଭାବିକ ହେବା ଆଳୁ ଦର । ଶେଷରେ ବ୍ୟବସାୟୀଙ୍କ ଆଗରେ ନଇଁଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ଡାକରା ପରେ ବାହାରିଛି ସମାଧାନର ସୂତ୍ର । ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆଳୁ ପଠାଇବା ପାଇଁ ଅନୁମତି ପରେ ପଶ୍ଚିମବଙ୍ଗରୁ ଆଳୁ ଗାଡି ଓଡ଼ିଶାରେ ପହଞ୍ଚିଛି । ଏହା ଦ୍ବାରା ଦର ଖସିବା ସହ ଉପଭୋକ୍ତାଙ୍କୁ ଶସ୍ତାରେ ଆଳୁ ମିଳିବ।
ସେପଟେ ଆଇଗିଣିଆ କୁବେର ପୁରୀକୁ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ସହ ବିହାରରୁ ଟ୍ରକ୍ ଯୋଗେ ଆଳୁ ପହଞ୍ଚିଛି ।
You Can Read:
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ : ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ