ଦୃଷ୍ଟିବାଧିତ ଚନ୍ଦନଙ୍କ ଧୂପକାଠି ବିଜନେସ୍
ଜନ୍ମରୁ ସେ ଦୃଷ୍ଟିବାଧିତ.. ମାତ୍ର ନିଜକୁ କେବେ ଅକ୍ଷମ ମନେ କରିନାହାଁନ୍ତି.. ଭିନ୍ନକ୍ଷମ ହୋଇ ବି ସେ ଆଜି ଗାଁ ଗାଁ ବୁଲି ଧୂପକାଠି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି