ଦେଓମାଳି ଅବସ୍ଥା ଦେଖି ରାଜାମୌଲି ବିଚଳିତ, କୋରାପୁଟରୁ ଫେରିବା ପରେ ‘ଏକ୍ସ’ରେ ଲେଖିଲେ ମନକଥା
ଭୁବନେଶ୍ୱର ୨୧।୦୩: ଦେଓମାଳି ପର୍ବତ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ହେଲେ ପାହାଡ ସାରା ଆବର୍ଜନା ଗଦା ହୋଇଛି । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଦେଓମାଳିର ଏଭଳି ଅବସ୍ଥା ଦେଖି ଚିନ୍ତା ପ୍ରକଟ କରିଛନ୍ତି । ନିଜର ଆଗାମୀ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି୨୯’ର ସୁଟିଂ ସାରି କୋରାପୁଟରୁ ଫେରିବା ପରେ ରାଜାମୌଲି ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଦେଓମାଳି ପର୍ବତର ଅବସ୍ଥା ଦେଖି ବିଚଳିତ ଥିବା ପ୍ରକାଶ କରିଛନ୍ତି । Had an amazing solo trek to Deomali, Odisha’s highest and most stunning peak. The view from the top was absolutely breathtaking.However, it was disheartening to see the trail marred by litter. Such pristine wonders deserve better. A little civic sense can make a huge… pic.twitter.com/8xVBxVqQvc— rajamouli ss (@ssrajamouli) March 19, 2025ଏହି ପର୍ବତ ସୁରକ୍ଷାରେ ନିଜକୁ ନିୟୋଜିତ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଦେଓମାଳିର ଏକ ଭିଡିଓ ପୋଷ୍ଟ କରି ରାଜାମୌଲି ଲେଖିଛନ୍ତି, ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳି ଉପରକୁ ଯାଇ ସେ ବିଭୋର ହୋଇଥିଲେ । ତେବେ ଲୋକେ ସଚେତନ ହେଲେ ଦେଓମାଳି ପାହାଡ଼ର ଅବସ୍ଥା ବଦଳିଯିବ । ପର୍ଯ୍ୟଟକମାନେ ସେମାନଙ୍କ ବର୍ଜ୍ୟ ପଦାର
ଭୁବନେଶ୍ୱର ୨୧।୦୩: ଦେଓମାଳି ପର୍ବତ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ହେଲେ ପାହାଡ ସାରା ଆବର୍ଜନା ଗଦା ହୋଇଛି । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଦେଓମାଳିର ଏଭଳି ଅବସ୍ଥା ଦେଖି ଚିନ୍ତା ପ୍ରକଟ କରିଛନ୍ତି । ନିଜର ଆଗାମୀ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି୨୯’ର ସୁଟିଂ ସାରି କୋରାପୁଟରୁ ଫେରିବା ପରେ ରାଜାମୌଲି ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଦେଓମାଳି ପର୍ବତର ଅବସ୍ଥା ଦେଖି ବିଚଳିତ ଥିବା ପ୍ରକାଶ କରିଛନ୍ତି ।
Had an amazing solo trek to Deomali, Odisha’s highest and most stunning peak. The view from the top was absolutely breathtaking.
However, it was disheartening to see the trail marred by litter. Such pristine wonders deserve better. A little civic sense can make a huge… pic.twitter.com/8xVBxVqQvc— rajamouli ss (@ssrajamouli) March 19, 2025