ଦେଖନ୍ତୁ ଭିଡିଓ- ଗ୍ୟାସ ସରିଯିବାରୁ ଏପରି ରୋଷେଇ କଲେ ମହିଳା
ଆଜି କାଲି ସୋସିଆଲ୍ ମଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ୍ ହଉଛି ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ମହିଳା ଘରର ଗ୍ୟାସ ସରିଯିବା ପରେ ଦେଶୀ ଯୋଗାଡ କରି ରୋଷେଇ କରୁଥିବା ଦେଖିବା ପାଇଁ ମିଳୁଛି । ଗ୍ୟାସ ସରିଯିବା ପରେ ଗ୍ୟାସ ଚୁଲ୍ଲାରେ ବସିଥିବା ମଟର ତରକାରୀକୁ ସେ ପାଣି ଗରମ ପାଇଁ ଥିବା ଏମରସନ୍ ରଡ୍ରେ ତରକାରୀ ପ୍ରସ୍ତୁତ କରୁଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ […]

ଆଜି କାଲି ସୋସିଆଲ୍ ମଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ୍ ହଉଛି ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ମହିଳା ଘରର ଗ୍ୟାସ ସରିଯିବା ପରେ ଦେଶୀ ଯୋଗାଡ କରି ରୋଷେଇ କରୁଥିବା ଦେଖିବା ପାଇଁ ମିଳୁଛି ।
ଗ୍ୟାସ ସରିଯିବା ପରେ ଗ୍ୟାସ ଚୁଲ୍ଲାରେ ବସିଥିବା ମଟର ତରକାରୀକୁ ସେ ପାଣି ଗରମ ପାଇଁ ଥିବା ଏମରସନ୍ ରଡ୍ରେ ତରକାରୀ ପ୍ରସ୍ତୁତ କରୁଛନ୍ତି ।
ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଲୋକମାନେ ଏହା ଉପରେ ବିଭିନ୍ନ ମଜାଦାର ମନ୍ତବ୍ୟ ଦେଉଛନ୍ତି ।
Raat me Gas khtm ho gyi thi guys! pic.twitter.com/jgNbOIIPbm
— Sumit (@shriramjibhakt) June 5, 2024