ଦେଖିଲେ ଟାଙ୍କୁରି ଉଠିବ ଲୋମ, ଅଣ୍ଡା ଭିତରୁ ବାହାରୁଛି ଅହିରାଜ ଛୁଆ: ପରେ…
ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଲ ସେଥିରେ ଜୀବଜନ୍ତୁ, ବନ୍ୟପ୍ରାଣୀ ଅନ୍ୟତମ। କୁକୁର ଛୁଆ, ବିଲେଇ ଛୁଆ, ଛେଳି ଛୁଆ ଏମିତି ବାଛୁରୀ ଜନ୍ମ ହେବାର ଆକର୍ଷଣୀୟ ଦୃଶ୍ୟ ହୁଏତ ଆପଣ ଦେଖିଥିବେ, ମାତ୍ର ଅହିରାଜ ଛୁଆ ଜନ୍ମ ହେବା କେବେ ଦେଖି ନଥିବେ। ବର୍ତ୍ତମାନ ଏକ ଅଣ୍ଡାର ଅହିରାଜ ଛୁଆ ବାହାରୁଥିବା ଭିଡିଓ ଭାଇରାଲ ହେଛଛି। ଏକ ବର୍ଷ ପୂର୍ବେ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓ ବର୍ତ୍ତମାନ X […] The post ଦେଖିଲେ ଟାଙ୍କୁରି ଉଠିବ ଲୋମ, ଅଣ୍ଡା ଭିତରୁ ବାହାରୁଛି ଅହିରାଜ ଛୁଆ: ପରେ… appeared first on Dharitri Odia News.
ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଲ ସେଥିରେ ଜୀବଜନ୍ତୁ, ବନ୍ୟପ୍ରାଣୀ ଅନ୍ୟତମ। କୁକୁର ଛୁଆ, ବିଲେଇ ଛୁଆ, ଛେଳି ଛୁଆ ଏମିତି ବାଛୁରୀ ଜନ୍ମ ହେବାର ଆକର୍ଷଣୀୟ ଦୃଶ୍ୟ ହୁଏତ ଆପଣ ଦେଖିଥିବେ, ମାତ୍ର ଅହିରାଜ ଛୁଆ ଜନ୍ମ ହେବା କେବେ ଦେଖି ନଥିବେ। ବର୍ତ୍ତମାନ ଏକ ଅଣ୍ଡାର ଅହିରାଜ ଛୁଆ ବାହାରୁଥିବା ଭିଡିଓ ଭାଇରାଲ ହେଛଛି।
ଏକ ବର୍ଷ ପୂର୍ବେ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓ ବର୍ତ୍ତମାନ X ରେ @AMAZlNGNATURE ନାମକ ଏକ ପେଜ୍ରେ ପୁଣିଥରେ ଶେୟାର ହୋଇଛି। ଏହି କ୍ଲିପ୍ରେ ଜଣେ ବ୍ୟକ୍ତି ତାଙ୍କ ହାତରେ ଏକ ଅଣ୍ଡା ଧରିଛନ୍ତି ଆଉ ତା ଭିତରୁ ଧୀରେ ଧୀରେ ଏକ ଅହିରାଜ ଛୁଆ ବାହାରକୁ ଆସୁଥିବା ଦେଖାଯାଉଛି। ଏହି ଭିଡିଓରେ ଆପଣ ସଂପୂର୍ଣ୍ଣ ଭାବେ ଅହିରାଜ ଛୁଆଟି ବାହାରୁଥିବା ଦେଖିପାରିବେ।
The post ଦେଖିଲେ ଟାଙ୍କୁରି ଉଠିବ ଲୋମ, ଅଣ୍ଡା ଭିତରୁ ବାହାରୁଛି ଅହିରାଜ ଛୁଆ: ପରେ… appeared first on Dharitri Odia News.