'ଦେଢ଼ଲକ୍ଷ ସରକାରୀ ଚାକିରୀ ଦେବୁ'

'ଯୁବକଙ୍କ ଲାଗି ନିଯୁକ୍ତି ସୃଷ୍ଟି କରିବା ଏବଂ ସରକାରୀ ଚାକିରୀ ଦେବା ଆମ ମାନିଫେଷ୍ଟୋରେ ନିଷ୍ପତ୍ତି ନେଇଥିଲୁ । ସେହି ଅନୁସାରେ ୫ବର୍ଷ ଭିତରେ ୧ଲକ୍ଷ ୫୦ହଜାର ଯୁବକଙ୍କୁ ଆମେ ସରକାରୀ ଚାକିରୀ ଦେବୁ।' - ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀ

'ଦେଢ଼ଲକ୍ଷ ସରକାରୀ ଚାକିରୀ ଦେବୁ'
Array