ଦୈନିକ ସମାଜ ଚିପିଲିମା ପ୍ରତିନିଧିଙ୍କ ଭାତୃ ବିୟୋଗରେ ଅଞ୍ଚଳରେ ଶୋକର ଛାୟା
ଚିପିଲିମା, ୨୫/୯ ସମ୍ବଲପୁର ଧନକୌଡା ବ୍ଲକ ଚିପିଲିମା ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜ ପ୍ରତିନିଧି ସଞ୍ଜୟ ପାଗଡ଼ଙ୍କ ବଡଭାଇ କୃଷ୍ଣଚନ୍ଦ୍ର ପାଗଡ଼ଙ୍କ ୭୨ବୟସରେ ରାଉରକେଲା ସ୍ଥିତ ଆଇଜିଏଚ ହସ୍ପିଟାଲରେ ଦେହାନ୍ତ ହୋଇଛି l ସେ କିଛିଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିବାବେଳେ, ପ୍ରଥମେ ଭୀମସାର, ପରେ କେପିଟାଲ ସମ ହସ୍ପିଟାଲ ଓ ପରେ ରାଉରକେଲା ଆଇଜିଏଚ ରେ ଚିକିତ୍ସାଧୀନ ଥିବାବେଳେ ମୃତ୍ୟବରଣ କରିଥିଲେ l ସେ ଜଣେ ଶାନ୍ତ, ସରଳ, ବିଦ୍ୱାନ ବ୍ୟକ୍ତି ଥିବାବେଳେ, ତାଙ୍କ […] The post ଦୈନିକ ସମାଜ ଚିପିଲିମା ପ୍ରତିନିଧିଙ୍କ ଭାତୃ ବିୟୋଗରେ ଅଞ୍ଚଳରେ ଶୋକର ଛାୟା appeared first on Odisha.News.

ଚିପିଲିମା, ୨୫/୯ ସମ୍ବଲପୁର ଧନକୌଡା ବ୍ଲକ ଚିପିଲିମା ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜ ପ୍ରତିନିଧି ସଞ୍ଜୟ ପାଗଡ଼ଙ୍କ ବଡଭାଇ କୃଷ୍ଣଚନ୍ଦ୍ର ପାଗଡ଼ଙ୍କ ୭୨ବୟସରେ ରାଉରକେଲା ସ୍ଥିତ ଆଇଜିଏଚ ହସ୍ପିଟାଲରେ ଦେହାନ୍ତ ହୋଇଛି l ସେ କିଛିଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିବାବେଳେ, ପ୍ରଥମେ ଭୀମସାର, ପରେ କେପିଟାଲ ସମ ହସ୍ପିଟାଲ ଓ ପରେ ରାଉରକେଲା ଆଇଜିଏଚ ରେ ଚିକିତ୍ସାଧୀନ ଥିବାବେଳେ ମୃତ୍ୟବରଣ କରିଥିଲେ l ସେ ଜଣେ ଶାନ୍ତ, ସରଳ, ବିଦ୍ୱାନ ବ୍ୟକ୍ତି ଥିବାବେଳେ, ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା l ତାଙ୍କର ଅନ୍ତିମ ଶବ ସତ୍କାର ଚିପିଲିମା ଶ୍ମଶାନ ଘାଟରେ ହୋଇଥିବାବେଳେ,ବଡପୁଅ ସଂଜୀବ ମୁଖାଗ୍ନି ଦେଇଥିଲେ lଚିପିଲିମା,ସମ୍ବଲପୁର ଧନକୌଡା ବ୍ଲକ ଚିପିଲିମା ଅବସରପ୍ରାପ୍ତ ଶିକ୍ଷକ ତଥା ଦୈନିକ ସମାଜ ପ୍ରତିନିଧି ସଞ୍ଜୟ ପାଗଡ଼ଙ୍କ ବଡଭାଇ କୃଷ୍ଣଚନ୍ଦ୍ର ପାଗଡ଼ଙ୍କ ୭୨ ବର୍ଷ ବୟସରେ ରାଉରକେଲା ସ୍ଥିତ ଆଇଜିଏଚ ହସ୍ପିଟାଲରେ ଦେହାନ୍ତ ହୋଇଛି l ସେ କିଛିଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିବାବେଳେ, ପ୍ରଥମେ ଭୀମସାର, ପରେ କେପିଟାଲ ସମ ହସ୍ପିଟାଲ ଓ ପରେ ରାଉରକେଲା ଆଇଜିଏଚ ରେ ଚିକିତ୍ସାଧୀନ ଥିବାବେଳେ ଚିକିତ୍ସାଧୀନ ଭାବରେ ମୃତ୍ୟବରଣ କରିଥିଲେ l ସେ ଜଣେ ଶାନ୍ତ, ସରଳ, ବିଦ୍ୱାନ ବ୍ୟକ୍ତି ଥିବାବେଳେ, ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା l ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ଝିଅ, ଜ୍ୱାଇଁ, ବନ୍ଧୁପରିଜନ, ପରିବର୍ଗ ସମେତ ମାନ୍ୟ ଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିଥିଲେ lତାଙ୍କର ଶବସତ୍କାର ଚିପିଲିମା ଶ୍ମଶାନଘାଟରେ କରାଯାଇଥିବାବେଳେ ବଡ଼ପୁଅ ହରିଶଙ୍କର ପାଗଡ଼ ମୁଖାଗ୍ନି ଦେଇଥିଲେ l
The post ଦୈନିକ ସମାଜ ଚିପିଲିମା ପ୍ରତିନିଧିଙ୍କ ଭାତୃ ବିୟୋଗରେ ଅଞ୍ଚଳରେ ଶୋକର ଛାୟା appeared first on Odisha.News.