ଦୋଷ ମାନିଲା ଏନ୍‌ଟିଏ: NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ

ନୂଆଦିଲ୍ଲୀ,୧୦।୭: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) NEET-UG ୨୦୨୪ ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଏନଟିଆର ଅନୁଯାୟୀ ପାଟନା ଏବଂ ଗୁଜରାଟର ଗୋଧ୍ରାସ୍ଥିତ କେତେକ କେନ୍ଦ୍ରରେ ପରୀକ୍ଷାରେ ଅନିୟମିତତା ହୋଇଛି। ଏନେଇ ଏହା ମଧ୍ୟ କହିଛି ଯେ, ସମଗ୍ର ପରୀକ୍ଷା ଏହା ଦ୍ୱାରା ପ୍ରଭାବିତ ହୋଇନାହିଁ। ଜୁଲାଇଭ ୮ରେ ସୁପ୍ରିମକୋର୍ଟ ଏନ୍‌ଟିଏକୁ ପେପର ଲିକ୍‌ର ଫାଇଦା ଉଠାଇଥିବା ପ୍ରାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ପଚାରିବା ପରେ ଏହି ଆଫିଡେଭିଟ […] The post ଦୋଷ ମାନିଲା ଏନ୍‌ଟିଏ: NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ appeared first on Dharitri Odia News.

ଦୋଷ ମାନିଲା ଏନ୍‌ଟିଏ: NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ

ନୂଆଦିଲ୍ଲୀ,୧୦।୭: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) NEET-UG ୨୦୨୪ ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଏନଟିଆର ଅନୁଯାୟୀ ପାଟନା ଏବଂ ଗୁଜରାଟର ଗୋଧ୍ରାସ୍ଥିତ କେତେକ କେନ୍ଦ୍ରରେ ପରୀକ୍ଷାରେ ଅନିୟମିତତା ହୋଇଛି। ଏନେଇ ଏହା ମଧ୍ୟ କହିଛି ଯେ, ସମଗ୍ର ପରୀକ୍ଷା ଏହା ଦ୍ୱାରା ପ୍ରଭାବିତ ହୋଇନାହିଁ।
ଜୁଲାଇଭ ୮ରେ ସୁପ୍ରିମକୋର୍ଟ ଏନ୍‌ଟିଏକୁ ପେପର ଲିକ୍‌ର ଫାଇଦା ଉଠାଇଥିବା ପ୍ରାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ପଚାରିବା ପରେ ଏହି ଆଫିଡେଭିଟ ଆସିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ।

The post ଦୋଷ ମାନିଲା ଏନ୍‌ଟିଏ: NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ appeared first on Dharitri Odia News.