ଦ୍ବିତୀୟ ଦିନରେ ବି ଚାଲିପାରିଲାନି ଗୃହ, ଆସନ୍ତା କାଲି ଯାଏ ଗୃହ ମୁଲତବୀ
ଭୁବନେଶ୍ବର ୨୩/୭: ବିଧାନସଭା ଅଧିବେଶନ ଦ୍ବିତୀୟ ଦିନ ମଧ୍ୟ ଚାଲିପାରିନି ଗୃହ । ଅପରାହ୍ମରେ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ କରିଥିଲେ ବିରୋଧୀ । ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଗୃହରେ ଆଲୋଚନା ଦାବି କରି ନାରାବାଜି କରିଥିଲେ ବିଜେଡି ଓ କଂଗ୍ରେସ ସଦସ୍ୟ । ଯାହାକୁ ନେଇ ଗୃହରେ ହୋ-ହଲ୍ଲା ହୋଇଥିଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ମାଇକ ଭାଙ୍ଗି ଦେଇଥିଲେ ବିଜେଡି ବିଧାୟକ ଧ୍ରୁବ ସାହୁ । ଆସନ୍ତା କାଲି ଯାଏ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।