ଦ୍ବିତୀୟ ବିବାହ କଲେ ଅଭିନେତା ଅନୁଭବ ମହାନ୍ତି

ଅଭିନେତ୍ରୀ ବର୍ଷାଙ୍କୁ ପ୍ରଥମ ବିବାହ କରିଥିଲେ ଅନୁଭବ। ତେବେ ତାଙ୍କ ସହ ଛାଡ଼ପତ୍ର ହେବା ପରେ ବାନ୍ଧବୀ ଜାଗୃତୀ ଶୁକ୍ଳାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି ଅନୁଭବ ମହାନ୍ତି ।

ଦ୍ବିତୀୟ ବିବାହ କଲେ ଅଭିନେତା ଅନୁଭବ ମହାନ୍ତି
Array