ଦ୍ଵିତୀୟ ଥର ବାପା ହେଲେ Harman Baweja, ଘରକୁ ଆସିଲା ନହ୍ନୀ ପରୀ

ମୁମ୍ଵାାଇ ୦୧।୦୫: ବଲିଉଡ୍‌ର ଜଣାଶୁଣା ଅଭିନେତା ହରମନ ବାୱେଜାଙ୍କ । ବର୍ତ୍ତମାନ ତାଙ୍କ ବିଷୟରେ ଭଲ ଖବର ସାମ୍ନାକୁ ଆସିଛି। ଏବେ ପୁଣି ଥରେ ତାଙ୍କ ଘରକୁ କୁନି ଅତିଥି ଆସିଛି। ଅଭିନେତା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ହରମନଙ୍କ ପତ୍ନୀ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଶଶା ରାମଚାନ୍ଦାନୀ ବର୍ତ୍ତମାନ ଏକ ଝିଅ ଜନ୍ମ ଦେଇଛନ୍ତି। ଏବେ ଏହି ଦମ୍ପତିଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । ହରମନ ବାୱେଜା ପୁଣି ଥରେ ବାପା ହୋଇଛନ୍ତିମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତିଙ୍କ ଝିଅ ମାର୍ଚ୍ଚରେ ଜନ୍ମ ହୋଇଥିଲସ। ଏହାପୂର୍ବରୁ, ହରମନ ଏବଂ ଶଶା ୨୦୨୨ ମସିହାରେ ପୁଅକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଦୁହେଁ ପୁଣି ଥରେ ପିତାମାତା ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ପରିବାର ସଂପୂର୍ଣ୍ଣ ହୋଇଛି ଏବଂ ସେମାନଙ୍କର ଖୁସିର କୌଣସି ସୀମା ନାହିଁ । ତେବେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ କରାଯାଇ ନାହିଁ। ଦ୍ୱିତୀୟ ଥର ପାଇଁ ପିତା ହେବାର ଖବର ଉପରେ ଅଭିନେତା କିମ୍ବା ତାଙ୍କ ପରିବାରର କୌଣସି ବିବୃତ୍ତି ଦିଆଯାଇନାହିଁ।କହିବାକୁ ଗଲେ ହରମନ ବାୱେଜା ସମସ୍ତ ରୀତିନୀତି ଅନୁଯାୟୀ ମାର୍ଚ୍ଚ ୨୧, ୨୦୨୧ରେ ଶାଶା ରାମଚାନ୍ଦାନୀଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଥିଲେ। ସେମାନଙ୍କ ବିବାହ ପରିବାର ଏବଂ ସାଙ୍ଗମାନଙ୍କ ଦ୍ୱାରା ହୋଇଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ବର୍ତ୍ତମାନ ଦମ୍ପତିଙ୍କ ବିବାହକୁ ୩

ଦ୍ଵିତୀୟ ଥର ବାପା ହେଲେ Harman Baweja, ଘରକୁ ଆସିଲା ନହ୍ନୀ ପରୀ

ମୁମ୍ଵାାଇ ୦୧।୦୫: ବଲିଉଡ୍‌ର ଜଣାଶୁଣା ଅଭିନେତା ହରମନ ବାୱେଜାଙ୍କ । ବର୍ତ୍ତମାନ ତାଙ୍କ ବିଷୟରେ ଭଲ ଖବର ସାମ୍ନାକୁ ଆସିଛି। ଏବେ ପୁଣି ଥରେ ତାଙ୍କ ଘରକୁ କୁନି ଅତିଥି ଆସିଛି। ଅଭିନେତା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ହରମନଙ୍କ ପତ୍ନୀ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଶଶା ରାମଚାନ୍ଦାନୀ ବର୍ତ୍ତମାନ ଏକ ଝିଅ ଜନ୍ମ ଦେଇଛନ୍ତି। ଏବେ ଏହି ଦମ୍ପତିଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । 

ହରମନ ବାୱେଜା ପୁଣି ଥରେ ବାପା ହୋଇଛନ୍ତି

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତିଙ୍କ ଝିଅ ମାର୍ଚ୍ଚରେ ଜନ୍ମ ହୋଇଥିଲସ। ଏହାପୂର୍ବରୁ, ହରମନ ଏବଂ ଶଶା ୨୦୨୨ ମସିହାରେ ପୁଅକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଦୁହେଁ ପୁଣି ଥରେ ପିତାମାତା ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ପରିବାର ସଂପୂର୍ଣ୍ଣ ହୋଇଛି ଏବଂ ସେମାନଙ୍କର ଖୁସିର କୌଣସି ସୀମା ନାହିଁ । ତେବେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ କରାଯାଇ ନାହିଁ। ଦ୍ୱିତୀୟ ଥର ପାଇଁ ପିତା ହେବାର ଖବର ଉପରେ ଅଭିନେତା କିମ୍ବା ତାଙ୍କ ପରିବାରର କୌଣସି ବିବୃତ୍ତି ଦିଆଯାଇନାହିଁ।

କହିବାକୁ ଗଲେ ହରମନ ବାୱେଜା ସମସ୍ତ ରୀତିନୀତି ଅନୁଯାୟୀ ମାର୍ଚ୍ଚ ୨୧, ୨୦୨୧ରେ ଶାଶା ରାମଚାନ୍ଦାନୀଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଥିଲେ। ସେମାନଙ୍କ ବିବାହ ପରିବାର ଏବଂ ସାଙ୍ଗମାନଙ୍କ ଦ୍ୱାରା ହୋଇଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ବର୍ତ୍ତମାନ ଦମ୍ପତିଙ୍କ ବିବାହକୁ ୩ ବର୍ଷ ପୁରୁଛି ଏବଂ ଦୁହେଁ ମଧ୍ୟ ୨ ସନ୍ତାନର ପିତାମାତା ହୋଇଛନ୍ତି । ଏଥି ସହିତ, ବର୍ତ୍ତମାନ ପ୍ରଶଂସକମାନେ ମଧ୍ୟ ଏହି ଖବର ଶୁଣି ବହୁତ ଖୁସି ଅଛନ୍ତି। ଏଥିସହ ସମସ୍ତେ ଉତ୍ସାହର ସହିତ ଅଭିନେତାଙ୍କ ସରକାରୀ ଘୋଷଣାକୁ ଅପେକ୍ଷା କରିଛନ୍ତି ।