ଦ୍ୱିତୀୟ ବିବାହ କରିବାକୁ ଦୁଇ ପୁଅଙ୍କୁ ରାସ୍ତାରୁ ହଟାଇଲା ବାପା

ପୁତ୍ରହନ୍ତା ପିତା କଲା ପୁଅ ହତ୍ୟାର ସିନ୍ ରିକ୍ରିଏସନ । କେବେଠୁ ଦୁଇ ପୁଅଙ୍କ ହତ୍ୟାର ରଚିଥିଲା ଷଡ଼ଯନ୍ତ୍ର, କେମିତି କରିଥିଲା ମର୍ଡର୍ ସବୁର ଟିକିନିଖି ଚିତ୍ର ଦୋହରାଇଛି ପିଶାଚ ବାପା ।

ଦ୍ୱିତୀୟ ବିବାହ କରିବାକୁ ଦୁଇ ପୁଅଙ୍କୁ ରାସ୍ତାରୁ ହଟାଇଲା ବାପା
Array