ଧନରେ ତୁ ଲେଉଟି ଆ...

ଧନରେ_ତୁ_ଲେଉଟି_ଆ... ପୁଅର କବର ସାମ୍ନାରେ ଛାତି ପିଟି କାନ୍ଦୁଛନ୍ତି ବାପା। ଆଖି ଆଗରେ ଚାଲିଛିଯାଇଛି ଘରର କୁଳନନ୍ଦନଙ୍କ ଜୀବନ। ବଢ଼ିଲା ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବାପା। ପୁଅକୁ କବର ଦେବା ପରେ ବି ତାକୁ ଛାଡି ପାରୁନାହାନ୍ତି କି ତା ବିନା ରହିପାରୁ ନାହାନ୍ତି। ଝୁରି ଝୁରି ତଳେ ଗଡେଇ ତଡେଇ ହୋଇ କାନ୍ଦୁଛନ୍ତି। ପୁଅର ସମାଧିକୁ ଜାବୁଡି ଧରି କହୁଛନ୍ତି, ମୁଁ ତତେ ଛାଡି କୁଆଡେ ଯିବିନି।

ଧନରେ ତୁ ଲେଉଟି ଆ...
Array