ଧନିଆ ଚାଷ ପାଇଁ ଉତ୍କୃଷ୍ଟ ସମୟ ନଭେମ୍ୱର; ଘର ପାଇଁ ହେଉ କି ବିକ୍ରି ପାଇଁ, ଆପଣାନ୍ତୁ ଏହି ପଦ୍ଧତି…
ଓଡ଼ିଶା ଭାସ୍କର: ଧନିଆ ଏକ ସବୁଦିନିଆ ଫସଲ । ବିଶେଷ କରି ଉଷ୍ଣ ମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ ଫୁଲ ଫୁଟେ ନାହିଁ । ମାତ୍ର ପତ୍ର ପାଇଁ ଚାଷ କରାଯାଇପାରେ । ଆମ ରାଜ୍ୟ ଓଡ଼ିଶାରେ ସାଧାରଣତଃ ଶୀତ ଋତୁରେ ଧନିଆ ଚାଷ କରାଯାଏ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି […]

ଓଡ଼ିଶା ଭାସ୍କର: ଧନିଆ ଏକ ସବୁଦିନିଆ ଫସଲ । ବିଶେଷ କରି ଉଷ୍ଣ ମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ ଫୁଲ ଫୁଟେ ନାହିଁ । ମାତ୍ର ପତ୍ର ପାଇଁ ଚାଷ କରାଯାଇପାରେ । ଆମ ରାଜ୍ୟ ଓଡ଼ିଶାରେ ସାଧାରଣତଃ ଶୀତ ଋତୁରେ ଧନିଆ ଚାଷ କରାଯାଏ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । ପଟୁ, ଆଲୁଭିଆଲ ଏବଂ କଳା ମାଟିରେ ଧନିଆ ଭଲ ହୁଏ । ହେଲେ ବାଲିଆ ମାଟିରେ ଏ ଫସଲ ଉଧାଏ ନାହିଁ ।