ଧନୁଷ-ଐଶ୍ଵର୍ଯ୍ୟାଙ୍କ ଛାଡପତ୍ର ପରେ କାହାକୁ ମିଳିବା ପିଲାଙ୍କ କଷ୍ଟଡି ? ଖୁଲାସା କଲେ ଘନିଷ୍ଠ ବନ୍ଧୁ

ମୁମ୍ଵାଇ ୧୧।୦୪: ସାଉଥ୍‌ର ଲୋକପ୍ରିୟ କପଲ ଧନୁଷ ଏବଂ ଐଶ୍ୱର୍ଯ୍ୟା ବର୍ତ୍ତମାନ ଛାଡପତ୍ର ଦେବା ପାଇଁ ପଦକ୍ଷେପ ନେଇଛନ୍ତି। ୨ ବର୍ଷ ଅଲଗା ରହିବା ପରେ ଦୁହେଁ ଚେନ୍ନାଇର ଏକ ପରିବାର କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି। ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଉଭୟ ପାରସ୍ପରିକ ସହମତି ନେଇ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦୁହେଁ ସେମାନଙ୍କର ପୁରୁଣା ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସେମାନଙ୍କ ଛାଡପତ୍ରକୁ ନେଇ ଅନେକ ନୂଆ ଖୁଲାସା ହୋଇଛି।ଧନୁଷ ନା ଐଶ୍ଵର୍ଯ୍ୟାଙ୍କୁ ମିଳିବ ପିଲାଙ୍କ କଷ୍ଟଡି ?ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କର ଜଣେ ନିକଟତର ବର୍ତ୍ତମାନ ସେମାନଙ୍କ ସମ୍ପର୍କ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏହି ସମୟ ମଧ୍ୟରେ, ଛାଡପତ୍ର ପରେ ପିଲାମାନଙ୍କ କଷ୍ଟଡି କିଏ ପାଇଵ ସେନେଇ ଏବେ ଜଣାପଡିଛି। ଯେହେତୁ ଦମ୍ପତିଙ୍କ ପ୍ରଶଂସକମାନେ ଖରାପ ଖବର ପାଇଛନ୍ତି ଯେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି, ସେମାନେ କେବଳ ଏ ବିଷୟରେ ଦୁଃଖିତ ନୁହଁନ୍ତି ବରଂ ସେମାନଙ୍କ ପିଲାମାନଙ୍କ ପାଇଁ ମଧ୍ୟ ଚିନ୍ତିତ ଅଛନ୍ତି । ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କର ଦୁଇଟି ପୁଅ ଅଛନ୍ତି। ଜଣଙ୍କର ନାମ ରାଜା ଦ୍ୱିତୀୟ ପୁଅ ଲିଙ୍ଗା।  ପ୍ରଶଂସକମାନେ ଏବେ ଭାବୁଛନ୍ତି ଯେ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ପରେ, ସେମାନଙ୍କ ପୁଅମାନେ କାହା ସହିତ ରହିବେ ଏବଂ କିଏ ସେମାନଙ୍କ ପାଇଁ ଦାୟିତ୍ୱ ଗ୍ରହଣ କରି

ଧନୁଷ-ଐଶ୍ଵର୍ଯ୍ୟାଙ୍କ ଛାଡପତ୍ର ପରେ କାହାକୁ ମିଳିବା ପିଲାଙ୍କ କଷ୍ଟଡି ? ଖୁଲାସା କଲେ ଘନିଷ୍ଠ ବନ୍ଧୁ

ମୁମ୍ଵାଇ ୧୧।୦୪: ସାଉଥ୍‌ର ଲୋକପ୍ରିୟ କପଲ ଧନୁଷ ଏବଂ ଐଶ୍ୱର୍ଯ୍ୟା ବର୍ତ୍ତମାନ ଛାଡପତ୍ର ଦେବା ପାଇଁ ପଦକ୍ଷେପ ନେଇଛନ୍ତି। ୨ ବର୍ଷ ଅଲଗା ରହିବା ପରେ ଦୁହେଁ ଚେନ୍ନାଇର ଏକ ପରିବାର କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି। ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଉଭୟ ପାରସ୍ପରିକ ସହମତି ନେଇ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦୁହେଁ ସେମାନଙ୍କର ପୁରୁଣା ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସେମାନଙ୍କ ଛାଡପତ୍ରକୁ ନେଇ ଅନେକ ନୂଆ ଖୁଲାସା ହୋଇଛି।

ଧନୁଷ ନା ଐଶ୍ଵର୍ଯ୍ୟାଙ୍କୁ ମିଳିବ ପିଲାଙ୍କ କଷ୍ଟଡି ?

ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କର ଜଣେ ନିକଟତର ବର୍ତ୍ତମାନ ସେମାନଙ୍କ ସମ୍ପର୍କ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏହି ସମୟ ମଧ୍ୟରେ, ଛାଡପତ୍ର ପରେ ପିଲାମାନଙ୍କ କଷ୍ଟଡି କିଏ ପାଇଵ ସେନେଇ ଏବେ ଜଣାପଡିଛି। ଯେହେତୁ ଦମ୍ପତିଙ୍କ ପ୍ରଶଂସକମାନେ ଖରାପ ଖବର ପାଇଛନ୍ତି ଯେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି, ସେମାନେ କେବଳ ଏ ବିଷୟରେ ଦୁଃଖିତ ନୁହଁନ୍ତି ବରଂ ସେମାନଙ୍କ ପିଲାମାନଙ୍କ ପାଇଁ ମଧ୍ୟ ଚିନ୍ତିତ ଅଛନ୍ତି । ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କର ଦୁଇଟି ପୁଅ ଅଛନ୍ତି। ଜଣଙ୍କର ନାମ ରାଜା ଦ୍ୱିତୀୟ ପୁଅ ଲିଙ୍ଗା।  

ପ୍ରଶଂସକମାନେ ଏବେ ଭାବୁଛନ୍ତି ଯେ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ପରେ, ସେମାନଙ୍କ ପୁଅମାନେ କାହା ସହିତ ରହିବେ ଏବଂ କିଏ ସେମାନଙ୍କ ପାଇଁ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଏହି ପ୍ରଶ୍ନକୁ ନେଇ ଜଣେ ବ୍ୟକ୍ତି କହିଛନ୍ତି ଯେ ଛାଡପତ୍ର ପରେ ମଧ୍ୟ ଦୁହେଁ ନିଜ ପିଲାମାନଙ୍କୁ ଏକାଠି ମିଶି ଲାଳନପାଳନ କରିବେ । ଦୁହିଁଙ୍କ ସମ୍ପର୍କ ଆନ୍ତରିକ ତେଣୁ ଦୁହେଁ କୋପାରେଣ୍ଟିଂ କରିବେ । ତେବେ ଐଶ୍ୱର୍ଯ୍ୟା ଉଭୟ ଶିଶୁଙ୍କ ପ୍ରାଇମରୀ କଷ୍ଟଡି ପାଇବେ। ତାଙ୍କ ନିକଟତମ ବ୍ୟକ୍ତି ପ୍ରକାଶ କରିଛନ୍ତି ଯେ ଧନୁଷ ସବୁବେଳେ ତାଙ୍କ ପୁଅମାନଙ୍କ ସହ ରହିବେ ।