ଧର୍ମାନୁଷ୍ଠାନରେ ଆକ୍ରମଣ: ଲୁଟିନେଲେ ୧୦ ଲକ୍ଷ ଟଙ୍କା

ରାଉରକେଲା,୧୫।୬: ସୁନ୍ଦରଗଡ଼ ଜଗିଲା ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ଝରାବାହାଲ ସ୍ଥିତ ଏକ ଧର୍ମାନୁଷ୍ଠାନରେ ଶନିବାର ଏକ ବଡ଼ ଧରଣର ଲୁଟ ହୋଇଛି। ଲୁଟେରାମାନେ ସଶସ୍ତ୍ର ଆକ୍ରମଣ କରି ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆକ୍ରମଣରେ ଧର୍ମାନୁଷ୍ଠାନର ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଏପରିକି ରାଉରକେଲା ଏସ୍‌ପି ହସ୍ପିଟାଲରେ ପହଞ୍ଚି ଆତଙ୍କ ସ୍ବାସ୍ଥ୍ୟଅବସ୍ଥା ବୁଝିବା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। […] The post ଧର୍ମାନୁଷ୍ଠାନରେ ଆକ୍ରମଣ: ଲୁଟିନେଲେ ୧୦ ଲକ୍ଷ ଟଙ୍କା appeared first on Dharitri Odia News.

ଧର୍ମାନୁଷ୍ଠାନରେ ଆକ୍ରମଣ: ଲୁଟିନେଲେ ୧୦ ଲକ୍ଷ ଟଙ୍କା

ରାଉରକେଲା,୧୫।୬: ସୁନ୍ଦରଗଡ଼ ଜଗିଲା ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ଝରାବାହାଲ ସ୍ଥିତ ଏକ ଧର୍ମାନୁଷ୍ଠାନରେ ଶନିବାର ଏକ ବଡ଼ ଧରଣର ଲୁଟ ହୋଇଛି। ଲୁଟେରାମାନେ ସଶସ୍ତ୍ର ଆକ୍ରମଣ କରି ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆକ୍ରମଣରେ ଧର୍ମାନୁଷ୍ଠାନର ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଏପରିକି ରାଉରକେଲା ଏସ୍‌ପି ହସ୍ପିଟାଲରେ ପହଞ୍ଚି ଆତଙ୍କ ସ୍ବାସ୍ଥ୍ୟଅବସ୍ଥା ବୁଝିବା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏଭଳି ଆକ୍ରମଣକୁ ବିଭିନ୍ନ ମହଳରେ ନିନ୍ଦା କରାଯିବା ସହ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି।

The post ଧର୍ମାନୁଷ୍ଠାନରେ ଆକ୍ରମଣ: ଲୁଟିନେଲେ ୧୦ ଲକ୍ଷ ଟଙ୍କା appeared first on Dharitri Odia News.