ଧଳପୁର -ଆଠମଲିକ ମହାନଦୀ ସେତୁ ଉପରେ ପୁଲିସ ଚେକିଂ ପୋଷ୍ଟ
ହରଭଙ୍ଗା :ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହରଭଙ୍ଗା ପୁଲିସ ପକ୍ଷରୁ ଧଳପୁର -ଆଠମଲିକ ମହାନଦୀ ସେତୁ ରାସ୍ତାରେ ଏକ ଆନ୍ତଃ ଜିଲ୍ଲା ବୋର୍ଡର ତନଖି କେନ୍ଦ୍ର ଖୋଲାଯାଇଛି। ଅନୁଗୁଳ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲାରୁ ଏହି ସେତୁ ରାସ୍ତା ଦେଇ ଅତିକ୍ରମ କରୁଥିବା ଗାଡି ଗୁଡିକର କଡାକଡି ଯାଞ୍ଚ କରାଯାଉଛି। ରାତ୍ରି ସମୟରେ ଅତିକ୍ରମ କରୁଥିବା ଗାଡି ଗୁଡିକର ଯାଞ୍ଚ ସହ ଭିଡିଓ ସର୍ଭିଲାନ୍ସ କରାଯାଉଥିବା ଚେକିଂ ଅଫିସର ତଥା ହରଭଙ୍ଗା ଏଏସଆଇ ଲଳିତ ମେହେର ସୂଚନା […]

ହରଭଙ୍ଗା :ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହରଭଙ୍ଗା ପୁଲିସ ପକ୍ଷରୁ ଧଳପୁର -ଆଠମଲିକ ମହାନଦୀ ସେତୁ ରାସ୍ତାରେ ଏକ ଆନ୍ତଃ ଜିଲ୍ଲା ବୋର୍ଡର ତନଖି କେନ୍ଦ୍ର ଖୋଲାଯାଇଛି। ଅନୁଗୁଳ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲାରୁ ଏହି ସେତୁ ରାସ୍ତା ଦେଇ ଅତିକ୍ରମ କରୁଥିବା ଗାଡି ଗୁଡିକର କଡାକଡି ଯାଞ୍ଚ କରାଯାଉଛି। ରାତ୍ରି ସମୟରେ ଅତିକ୍ରମ କରୁଥିବା ଗାଡି ଗୁଡିକର ଯାଞ୍ଚ ସହ ଭିଡିଓ ସର୍ଭିଲାନ୍ସ କରାଯାଉଥିବା ଚେକିଂ ଅଫିସର ତଥା ହରଭଙ୍ଗା ଏଏସଆଇ ଲଳିତ ମେହେର ସୂଚନା ଦେଇଛନ୍ତି।