ଧାନ କିଣାକୁ ନେଇ ବଡ଼ ଘୋଷଣା । ୩୧ ଶହ ଟଙ୍କା ଏମଏସ୍ପିରେ ଧାନ କିଣିବେ ସରକାର ।
କନକ ବ୍ୟୁରୋ: ଧାନ କିଣାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବରଗଡ଼ ଜିଲ୍ଲା ସୋହେଲାରୁ ଚଳିତବର୍ଷ ଧାନ କିଣା ଆରମ୍ଭ କରିବେ ସରକାର । ୩୧ଶହ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ସରକାର ଧାନ କିଣିବେ । ଯେଉଁ ସୋହେଲାରେ ପୂର୍ବ ବିଜେଡ଼ି ସରକାର ୧୦୦ ଟଙ୍କା ବୋନସ ଦେବେ କହି ଚାଷୀଙ୍କୁ ଦେଇନଥିଲେ, ସେହି ସୋହେଲାରୁ ହିଁ ଧାନ ଏମଏସପିର ୮୦୦ ଟଙ୍କା ବୋନସ ଦେଇ ଧାନ କିଣିବେ ମୋହନ ସରକାର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।