ନଗଦ ୨ ଲକ୍ଷ ଟଙ୍କା ସହ ଧରା ପଡିଲେ ଯାଜପୁର ଆରଡି ଜୁନିୟର ଇଂଜିନିୟର

ଭୁବନେଶ୍ୱର  : ନଗଦ ୨ ଲକ୍ଷ ଟଙ୍କା ସହ ଧରା ପଡିଲେ ଜୁନିୟର ଇଂଜିନିୟର । ଯାଜପୁର ଆରଡି ଜୁନିୟର ଇଂଜିନିୟର ଭୀମସେନ ମହାରଣା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧରିଲା ଭିଜିଲାନ୍ସ । କଟକ ଟାଙ୍ଗୀ ଟୋଲ ଗେଟ ନିକଟରୁ ଧରା ପଡିଲେ । ହୁଣ୍ଡାଇ ଆଇ ଟ୍ୱେଣ୍ଟି କାରରେ ନିଜର ବାଲିଅନ୍ତା ଘରକୁ ଫେରୁଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା […] The post ନଗଦ ୨ ଲକ୍ଷ ଟଙ୍କା ସହ ଧରା ପଡିଲେ ଯାଜପୁର ଆରଡି ଜୁନିୟର ଇଂଜିନିୟର appeared first on KNews Odisha.

ନଗଦ ୨ ଲକ୍ଷ ଟଙ୍କା ସହ ଧରା ପଡିଲେ ଯାଜପୁର ଆରଡି ଜୁନିୟର ଇଂଜିନିୟର
je

ଭୁବନେଶ୍ୱର  : ନଗଦ ୨ ଲକ୍ଷ ଟଙ୍କା ସହ ଧରା ପଡିଲେ ଜୁନିୟର ଇଂଜିନିୟର । ଯାଜପୁର ଆରଡି ଜୁନିୟର ଇଂଜିନିୟର ଭୀମସେନ ମହାରଣା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧରିଲା ଭିଜିଲାନ୍ସ । କଟକ ଟାଙ୍ଗୀ ଟୋଲ ଗେଟ ନିକଟରୁ ଧରା ପଡିଲେ । ହୁଣ୍ଡାଇ ଆଇ ଟ୍ୱେଣ୍ଟି କାରରେ ନିଜର ବାଲିଅନ୍ତା ଘରକୁ ଫେରୁଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଛି ଏତେ ଟଙ୍କା କେଉଁଠୁ ଆଣିଲେ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି ଭୀମସେନ ।  ତିନୋଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

The post ନଗଦ ୨ ଲକ୍ଷ ଟଙ୍କା ସହ ଧରା ପଡିଲେ ଯାଜପୁର ଆରଡି ଜୁନିୟର ଇଂଜିନିୟର appeared first on KNews Odisha.