ନବ ହତ୍ୟା ମାମଲାରେ କ୍ରାଇମବ୍ରାଂଚର ଖୋଳତାଳ || BADA KHABAR TV

ନବ ହତ୍ୟା ମାମଲାରେ କ୍ରାଇମବ୍ରାଂଚର ଖୋଳତାଳ । ଝାରସୁଗୁଡ଼ାରେ ପହଂଚି ଟିମର ତନାଘନା । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଛାନଭିନ୍ । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ତଦନ୍ତ । ଆଜି ୩ ଜଣଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା #nabadas