ନବରାତ୍ରିରେ ମା ଙ୍କୁ ଆରାଧନା କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରତିବର୍ଷ ପରି ନବରାତ୍ରୀ ପାଳନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବରାତ୍ରିରେ ପ୍ରତିଦିନ ମା ଦୁର୍ଗାଙ୍କର ନଅଟି ରୂପ ଦେଖିବାକୁ ମିଳିଥାଏ । ସେହି ୯ ରାତ୍ରି ମଧ୍ୟରେ ରହିଥିବା ରୂପ ଗୁଡ଼ିକୁ ପୂଜା କରିଥାନ୍ତି ଶ୍ରଦ୍ଧାଳୁ ।  ସେଥିମଧ୍ୟରୁ ମା ଶୈଳପୁତ୍ରୀ,ମା ବ୍ରହ୍ମଚାରିଣୀ,ମା ଚନ୍ଦ୍ରଘଣ୍ଟା ,ମା କୁଷ୍ମଣ୍ଡା,ମା ସ୍କନ୍ଦମାତା, ମା କାତ୍ୟାୟନୀ,ମା କାଳରାତ୍ରୀ,ମା ମହାଗୌରି, ଓ ମା ସିଦ୍ଧିଦାତ୍ରି ଅନ୍ୟତମ । ନବରାତ୍ରୀର ତୃତୀୟ ଦିନରେ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆରେ […] The post ନବରାତ୍ରିରେ ମା ଙ୍କୁ ଆରାଧନା କଲେ ପ୍ରଧାନମନ୍ତ୍ରୀ ମୋଦି appeared first on KNews Odisha.

ନବରାତ୍ରିରେ ମା ଙ୍କୁ ଆରାଧନା କଲେ ପ୍ରଧାନମନ୍ତ୍ରୀ ମୋଦି
navaratri modiji

ପ୍ରତିବର୍ଷ ପରି ନବରାତ୍ରୀ ପାଳନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବରାତ୍ରିରେ ପ୍ରତିଦିନ ମା ଦୁର୍ଗାଙ୍କର ନଅଟି ରୂପ ଦେଖିବାକୁ ମିଳିଥାଏ । ସେହି ୯ ରାତ୍ରି ମଧ୍ୟରେ ରହିଥିବା ରୂପ ଗୁଡ଼ିକୁ ପୂଜା କରିଥାନ୍ତି ଶ୍ରଦ୍ଧାଳୁ ।  ସେଥିମଧ୍ୟରୁ ମା ଶୈଳପୁତ୍ରୀ,ମା ବ୍ରହ୍ମଚାରିଣୀ,ମା ଚନ୍ଦ୍ରଘଣ୍ଟା ,ମା କୁଷ୍ମଣ୍ଡା,ମା ସ୍କନ୍ଦମାତା, ମା କାତ୍ୟାୟନୀ,ମା କାଳରାତ୍ରୀ,ମା ମହାଗୌରି, ଓ ମା ସିଦ୍ଧିଦାତ୍ରି ଅନ୍ୟତମ ।

ନବରାତ୍ରୀର ତୃତୀୟ ଦିନରେ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆରେ ମା ଚନ୍ଦ୍ରଘଣ୍ଟାଙ୍କ ଠାରେ ପ୍ରାର୍ଥନା କରିଥିଲେ । ଏକ ଭିଡ଼ିଓ କରି ପୋଷ୍ଟ କରିଛନ୍ତି ମୋଦି । ମହାରାଷ୍ଟ୍ରରେ ଥିବା ଜଗଦମ୍ବା ମନ୍ଦିରରେ ସ୍ଵତନ୍ତ୍ର ପୂଜାପାଠ କରିଛନ୍ତି ମୋଦି । ସାରା ଦେଶରେ ସମସ୍ତ ଶକ୍ତିପୀଠ ଏବେ ଚଳଚଞ୍ଚଳ ରହିଛି । ମାଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂର ଦୁରା ନ୍ତରରୁ ଭକ୍ତ ଧାଇଁ ଆସିଛନ୍ତି । ନବରାତ୍ରିରେ ମାଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ମୋଦି ମା ଜଗତ ଜନନୀଙ୍କ ଆଶିର୍ବାଦ ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

The post ନବରାତ୍ରିରେ ମା ଙ୍କୁ ଆରାଧନା କଲେ ପ୍ରଧାନମନ୍ତ୍ରୀ ମୋଦି appeared first on KNews Odisha.