ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ, ନବୀନଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର,୧୩।୬: ନବୀନଙ୍କ ନିବାସରେ ଲାଗିଛି ବରିଷ୍ଠ ନେତାଙ୍କ ଭିଡ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଯିଏ କି, ୨୦୧୯ରେ ବିଜେଡି ଛାଡି ଭାଜପାରେ ମିଶିଥିଲେ। ଆଉ ଚଳିତ ନିର୍ବାଚନରେ ଭାଜପା ଛାଡିଥିଲେ। ରଘୁନାଥଙ୍କ ସହ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ଫ୍ରଫୁଲ ମଲ୍ଲିକ ଓ ଉଷା ଦେବୀ ମଧ୍ୟ ନବୀନଙ୍କୁ ଭେଟିଛନ୍ତି। ନବୀନ ସରକାରରେ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଦାୟିତ୍ୱରେ ଥିଲେ ପ୍ରଦୀପ ଅମାତ। ସେହିପରି ଖଣି […] The post ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ, ନବୀନଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି appeared first on Dharitri Odia News.

ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ, ନବୀନଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର,୧୩।୬: ନବୀନଙ୍କ ନିବାସରେ ଲାଗିଛି ବରିଷ୍ଠ ନେତାଙ୍କ ଭିଡ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଯିଏ କି, ୨୦୧୯ରେ ବିଜେଡି ଛାଡି ଭାଜପାରେ ମିଶିଥିଲେ। ଆଉ ଚଳିତ ନିର୍ବାଚନରେ ଭାଜପା ଛାଡିଥିଲେ। ରଘୁନାଥଙ୍କ ସହ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ଫ୍ରଫୁଲ ମଲ୍ଲିକ ଓ ଉଷା ଦେବୀ ମଧ୍ୟ ନବୀନଙ୍କୁ ଭେଟିଛନ୍ତି।

ନବୀନ ସରକାରରେ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଦାୟିତ୍ୱରେ ଥିଲେ ପ୍ରଦୀପ ଅମାତ। ସେହିପରି ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ଥିଲେ ପ୍ରଫୁଲ ମଲ୍ଲିକ। ଗୃହ ଓ ସହରୀ ବିକାଶ ମନ୍ତ୍ରୀ ଥିଲେ ଉଷା ଦେବୀ।

The post ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ, ନବୀନଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି appeared first on Dharitri Odia News.