ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା, ନବୀନ ପଟ୍ଟନାୟକଙ୍କୁ ଭେଟିଲେ

ଭୁବନେଶ୍ବର ୧୩।୬: ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା । ନବୀନ ନିବାସରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ। ଏମାନଙ୍କ ସହ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ ମଧ୍ୟ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରୁ ସୁରକ୍ଷା ହଟିଯିବା ପ୍ରସଙ୍ଗରେ କହିଲେ, ଯାହା ପ୍ରକ୍ରିୟା ତାହା ହେଉଛି । କେବଳ ଔପଚାରିକ ଭାବେ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଆସିଥିଲୁ । ବିରୋଧୀ ଦଳ ନେତା ନେଇ କିଛି ଆଲୋଚନା ହୋଇଛି ।You Can Read :୧୦୦ ଦିନ ମଧ୍ୟରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା, ନବୀନ ପଟ୍ଟନାୟକଙ୍କୁ ଭେଟିଲେ

ଭୁବନେଶ୍ବର ୧୩।୬: ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା । ନବୀନ ନିବାସରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ। 

ଏମାନଙ୍କ ସହ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ ମଧ୍ୟ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । 

ନବୀନ ନିବାସରୁ ସୁରକ୍ଷା ହଟିଯିବା ପ୍ରସଙ୍ଗରେ କହିଲେ, ଯାହା ପ୍ରକ୍ରିୟା ତାହା ହେଉଛି । କେବଳ ଔପଚାରିକ ଭାବେ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଆସିଥିଲୁ । ବିରୋଧୀ ଦଳ ନେତା ନେଇ କିଛି ଆଲୋଚନା ହୋଇଛି ।

You Can Read :

୧୦୦ ଦିନ ମଧ୍ୟରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ