'ନବୀନ ବାବୁ ହେଉଛନ୍ତି ଓଡ଼ିଶାର ଜଗନ୍ନାଥ'

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥ କହିଲେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା।

'ନବୀନ ବାବୁ ହେଉଛନ୍ତି ଓଡ଼ିଶାର ଜଗନ୍ନାଥ'

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥ କହିଲେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା। ନିକଟରେ ବିଜେଡିରେ ସାମିଲ ହୋଇଛନ୍ତି ଯାତ୍ରା ଅଭିନେତା ଦୈତାରୀ ପଣ୍ଡା। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।