ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା, ଅରୁଣ କହିଦେଲେ ଏଇ ପଦିଏ କଥା…

ଭୁବନେଶ୍ୱର,୨୫।୩: ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ  ଦିଲ୍ଲୀ ଗସ୍ତକୁ ନେଇ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।  ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଅରୁଣ ଅରୁଣ କହିଛନ୍ତିି। ଏବେ କୌଣସି ରାଜନୈତିକ ସମୀକରଣ ହେବାର ନାହିଁ। ରଜନୈତିକ ଆଲୋଚନା ହେଲେ ସମସ୍ତେ ଜାଣିବେ ବୋଲି ଅରୁଣ କହିଛନ୍ତି। ଦିଲ୍ଲୀରେ ନବୀନ ବାବୁଙ୍କ ଘର ଅଛି। ବହୁ ଦିନ ହେବ ଯାଇନଥିଲେ ଏବେ ଗଲେ ବୋଲି ଅରୁଣ କହିଛନ୍ତି। The post ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା, ଅରୁଣ କହିଦେଲେ ଏଇ ପଦିଏ କଥା… appeared first on Dharitri Odia News.

ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା, ଅରୁଣ କହିଦେଲେ ଏଇ ପଦିଏ କଥା…

ଭୁବନେଶ୍ୱର,୨୫।୩: ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ  ଦିଲ୍ଲୀ ଗସ୍ତକୁ ନେଇ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।  ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଅରୁଣ ଅରୁଣ କହିଛନ୍ତିି। ଏବେ କୌଣସି ରାଜନୈତିକ ସମୀକରଣ ହେବାର ନାହିଁ।
ରଜନୈତିକ ଆଲୋଚନା ହେଲେ ସମସ୍ତେ ଜାଣିବେ ବୋଲି ଅରୁଣ କହିଛନ୍ତି। ଦିଲ୍ଲୀରେ ନବୀନ ବାବୁଙ୍କ ଘର ଅଛି। ବହୁ ଦିନ ହେବ ଯାଇନଥିଲେ ଏବେ ଗଲେ ବୋଲି ଅରୁଣ କହିଛନ୍ତି।

The post ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା, ଅରୁଣ କହିଦେଲେ ଏଇ ପଦିଏ କଥା… appeared first on Dharitri Odia News.