ନବୀନଙ୍କୁ ମାନିଲେନି ମୁନା

#ନବୀନଙ୍କୁ_ମାନିଲେନି_ମୁନା ବିଜେଡି ମୁଖିଆ ନବୀନଙ୍କ ନିଷ୍ପତ୍ତିକୁ ମାନିଲେନି କି ମୁନା ଖାଁ ? ଦକ୍ଷିଣ ଓଡିଶା ସଂଖ୍ୟାଲଘୁ ସଂଯୋଜକ ପଦରୁ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି କି? ପୂର୍ବରୁ ଓଡିଶା ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଥିଲେ ମୁନା ।

ନବୀନଙ୍କୁ ମାନିଲେନି ମୁନା
Array