ନଭେମ୍ବରରୁ ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କା ; ଚାଷୀଙ୍କୁ ମିଳିବ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ଅଧିକ ୮୦୦ ଟଙ୍କା
କନକ ବ୍ୟୁରୋ: ନଭେମ୍ବର ମାସରୁ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା। ନଭେମ୍ବର ମାସରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର । ବିଜେପି ନେତା ସମୀର ଦାଶ ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲା ସୋହେଲାରୁ ଧାନ କିଣା ଆରମ୍ଭ ହେବ। ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ୍ ଦେବାକୁ ଘୋଷଣା କରିଥିଲେ, କିନ୍ତୁ ଦେଇନଥିଲେ। ସମୀର ଦାସ ପ୍ରେସମିଟ୍ ବେଳେ ପୂର୍ବତନ ସରକାରଙ୍କୁ କଟାକ୍ଷ କରିଥିଲେ।