ନଷ୍ଟ ହୋଇଯିବ କି 52 କୋଟି ଟଙ୍କା ?
ଡ୍ୟାମର ଜଳଧାରଣ କ୍ଷମତା ୩ ହଜାର ୫୨ ଘନଫୁଟ୍ ଥିବା ବେଳେ ସେତେବେଳେ ୭ ହଜାର ୮୫୬ ହେକ୍ଟର ଚାଷଜମିକୁ ଜଳ ଯୋଗାଉଥିଲା। ହେଲେ ଏବେ ତାହା ଟାଙ୍ଗରା ଭୂଇଁରେ ପରିଣତ ହୋଇଛି।
ଦିଗପହଣ୍ଡି ସ୍ଥିତ ଘୋଡାହାଡ ଡ୍ୟାମ୍। ସ୍ଥାନୀୟ ଅଂଚଳରେ ଚାଷୀଙ୍କ ପ୍ରମୁଖ ଲାଇଫଲାଇନ୍। ୧୯୭୮ରେ ତିଆରି ହୋଇଥିବା ଏହି ପ୍ରକଳ୍ପ ଦ୍ବାରା ହଜାର ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖିଥିଲେ ପୂର୍ବ ସରକାର। ଡ୍ୟାମର ଜଳଧାରଣ କ୍ଷମତା ୩ ହଜାର ୫୨ ଘନଫୁଟ୍ ଥିବା ବେଳେ ସେତେବେଳେ ୭ ହଜାର ୮୫୬ ହେକ୍ଟର ଚାଷଜମିକୁ ଜଳ ଯୋଗାଉଥିଲା। ହେଲେ ଏବେ ତାହା ଟାଙ୍ଗରା ଭୂଇଁରେ ପରିଣତ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।