ନାକ୍ ରେଟିଙ୍ଗ ପାଇଁ ଲାଞ୍ଚ କାରବାର,୧୦ଜଣଙ୍କୁ ବାନ୍ଧିଲା CBI!CBI arrests 10people in NAAC rating briberycase
ନାକ୍ ରେଟିଙ୍ଗ ପାଇଁ ଲାଞ୍ଚ କାରବାର,୧୦ଜଣଙ୍କୁ ବାନ୍ଧିଲା CBI! ଅଭିଯୋଗ ପରେ ଏହି ମାମଲାରେ ସିବିଆଇ ର ଚଢାଉ l ସମ୍ବଲରପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସରଙ୍କ ସମେତ 10 ଜଣଙ୍କୁ ଗିରଫ କରିଛି ସିବିଆଇ l ଗିରଫ ତାଲିକାରେ ନାକ୍ ଟିମ୍ ସଦସ୍ୟ ମଧ୍ୟ