ନାଟକରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ଅପମାନ । ଘଟଣାରେ ୪ ଛାତ୍ରଙ୍କ ଉପରେ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ।

କନକ ବ୍ୟୁରୋ: ଚର୍ଚ୍ଚାରେ ଆଇଆଇଟି ବମ୍ବେର କାର୍ଯ୍ୟାନୁଷ୍ଠାନ । ରାମ-ସୀତାଙ୍କ ଭୂମିକାରେ ବିବାଦୀୟ ଅଭିୟନ ପାଇଁ ୪ ଜଣ ଛାତ୍ରଙ୍କୁ ଲକ୍ଷେ ୨୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ । ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ୪ ଛାତ୍ରଙ୍କୁ କୁହାଯାଇଛି । ଗତ ମାର୍ଚ୍ଚ ୩୧ ତାରିଖରେ ‘ରାହୋବନ’ ଶୀର୍ଷକ ଥିବା ଏକ ନାଟକରେ ରାମାୟଣର କଥୋପକଥନକୁ ବ୍ୟଙ୍ଗ କରାଯାଇଥିଲା । ଯାହାକୁ ନେଇ କିଛି ଛାତ୍ର କଲେଜ କର୍ତ୍ତୃପକ୍ଷଙ୍କ […] The post ନାଟକରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ଅପମାନ । ଘଟଣାରେ ୪ ଛାତ୍ରଙ୍କ ଉପରେ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା । first appeared on Kanak News.

ନାଟକରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ଅପମାନ । ଘଟଣାରେ ୪ ଛାତ୍ରଙ୍କ ଉପରେ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ।

ନକ ବ୍ୟୁରୋ: ଚର୍ଚ୍ଚାରେ ଆଇଆଇଟି ବମ୍ବେର କାର୍ଯ୍ୟାନୁଷ୍ଠାନ । ରାମ-ସୀତାଙ୍କ ଭୂମିକାରେ ବିବାଦୀୟ ଅଭିୟନ ପାଇଁ ୪ ଜଣ ଛାତ୍ରଙ୍କୁ ଲକ୍ଷେ ୨୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ । ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ୪ ଛାତ୍ରଙ୍କୁ କୁହାଯାଇଛି ।

ଗତ ମାର୍ଚ୍ଚ ୩୧ ତାରିଖରେ ‘ରାହୋବନ’ ଶୀର୍ଷକ ଥିବା ଏକ ନାଟକରେ ରାମାୟଣର କଥୋପକଥନକୁ ବ୍ୟଙ୍ଗ କରାଯାଇଥିଲା । ଯାହାକୁ ନେଇ କିଛି ଛାତ୍ର କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ୩ ମାସ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିୟନର ଭିଡିଓ ଇଂଟରନେଟରେ ଭାଇରାଲ ପରେ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ଭିଡିଓରେ ସୀତାଙ୍କୁ ଅପହରଣ କରି ଭଲ ସ୍ଥାନରେ ରଖିବାକୁ ନେଇ ସେ ରାବଣକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା । ନାଟକରେ ସୀତାଙ୍କ ଚରିତ୍ରକୁ ଅପମାନଜନକ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା ।

The post ନାଟକରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ଅପମାନ । ଘଟଣାରେ ୪ ଛାତ୍ରଙ୍କ ଉପରେ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା । first appeared on Kanak News.