ନାତି, ନାତୁଣୀଙ୍କୁ ଜେଜେମା’ର ନୃଶଂସ ମାଡ଼ ଅଭିଯୋଗ

ଯେଉଁ ହାତରେ କୋଳେଇ କାଖେଇ ନାତିନାତୁଣୀଙ୍କୁ ବଡ଼ କରିବା କଥା, ସେହି ହାତରେ ସେମାନଙ୍କୁ ନିର୍ଯାତନା ଦେବାକୁ ପଛାଇଲା ନାହିଁ। ନିର୍ଯାତନା ଏପରି ଯେ ଦେଖିଲେ ଲୋମ ଟାଙ୍କୁରିଯିବ । 

ନାତି, ନାତୁଣୀଙ୍କୁ ଜେଜେମା’ର ନୃଶଂସ ମାଡ଼ ଅଭିଯୋଗ
Array