ନାତି ମାରିଦେଲା ଜେଜେମାଙ୍କୁ, କଳହର କରୁଣ ପରିଣତି ! elderly woman beaten to death by her grandson, ganjam.
ପାରିବାରିକ କଳହର କରୁଣ ପରିଣତି । ପରିଣତ ବୟସର ଜେଜେ ମାଆଙ୍କୁ ପିଟିପିଟି ମାରିଦେଲା ନାତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ନାୟିକାଣିପଲ୍ଲୀ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି ।ଗତ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ନ