ନାତୁଣୀଙ୍କୁ ସ୍ୱାଗତ କଲେ ନୀନା ଗୁପ୍ତା; ସୋସିଆଲ୍ ମିଡିଆରେ ପ୍ରଥମ ଝଲକ

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ମା’ ହୋଇଛନ୍ତି। ମସାବା ଗୁପ୍ତା ଛୋଟ ପରୀଙ୍କୁ ଜନ୍ମ ଦେଇଛନ୍ତି। ଦଶହରା ଦିନ ମସାବା ଏବଂ ତାଙ୍କ ସ୍ୱାମୀ ସତ୍ୟଦୀପ ମିଶ୍ର ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଫ୍ୟାଶନ ଡିଜାଇନର୍ ମସାବା ଗୁପ୍ତା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଫଟୋ ଶେୟାର କରି ତାଙ୍କ ଝିଅର ଝଲକ ଦେଖାଇଛନ୍ତି।