ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍, ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ
ବାରିପଦା ୨୯।୩: ଅଭିଯୁକ୍ତକୁ ମିଳିଛି କଠୋର ଦଣ୍ଡ । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ହୋଇଛି ୨୦ବର୍ଷ ଜେଲ୍ ଦଣ୍ଡାଦେଶ । ଏହାସହ ୧୦ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନାଦେୟ ୬ ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ସନ୍ତୋଷ କୁମାର ନାୟକ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମୋରଡା ଥାନା ଅନ୍ତର୍ଗତ କାନ୍ଦଣା ଗ୍ରାମର କିରଣ କୁମାର । ୨୦୨୪ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କିରଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମୋରଡା ଥାନା ପୋଲିସ । ଏ ନେଇ ସରକାରୀ ଓକିଲ ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।You Can Read:ବିମାନରେ ଚାଲାଣ ହେଉଥିଲା ସାପ, ଭୁବନେଶ୍ବର ଏୟାରପୋର୍ଟରୁ ଲଗେଜ୍ ଚେକିଂ ବେଳେ ଧରାପଡ଼ିଲା
ବାରିପଦା ୨୯।୩: ଅଭିଯୁକ୍ତକୁ ମିଳିଛି କଠୋର ଦଣ୍ଡ । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ହୋଇଛି ୨୦ବର୍ଷ ଜେଲ୍ ଦଣ୍ଡାଦେଶ । ଏହାସହ ୧୦ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନାଦେୟ ୬ ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ସନ୍ତୋଷ କୁମାର ନାୟକ ।
ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମୋରଡା ଥାନା ଅନ୍ତର୍ଗତ କାନ୍ଦଣା ଗ୍ରାମର କିରଣ କୁମାର । ୨୦୨୪ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କିରଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମୋରଡା ଥାନା ପୋଲିସ । ଏ ନେଇ ସରକାରୀ ଓକିଲ ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
You Can Read:
ବିମାନରେ ଚାଲାଣ ହେଉଥିଲା ସାପ, ଭୁବନେଶ୍ବର ଏୟାରପୋର୍ଟରୁ ଲଗେଜ୍ ଚେକିଂ ବେଳେ ଧରାପଡ଼ିଲା