ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ
ଭୁବନେଶ୍ବର: ନାବଳିକା ଦୁଷ୍କର୍ମ ମାମଲାରେ ଆସିଲା ରାୟ। ଭୁବନେଶ୍ୱର ପୋକ୍ସ କୋର୍ଟ ଏଡିଜେ -୪ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ । ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଗଜେନ୍ଦ୍ର ଓରଫ ରିଙ୍କୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତର ବୟସ ୨୯ ବୟସ । ଖୋର୍ଦ୍ଧା ମଡେଲ ଥାନା କେସ ନମ୍ବର ୨୫୦/ ୨୦୨୦ରେ ରୁଜୁ ହୋଇଥିଲା କେସ । ମାନ୍ୟବର କୋର୍ଟ ୧୦ ହଜାର ଟଙ୍କାର ଜରିମାନା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ୧ […]

ଭୁବନେଶ୍ବର: ନାବଳିକା ଦୁଷ୍କର୍ମ ମାମଲାରେ ଆସିଲା ରାୟ। ଭୁବନେଶ୍ୱର ପୋକ୍ସ କୋର୍ଟ ଏଡିଜେ -୪ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ । ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଗଜେନ୍ଦ୍ର ଓରଫ ରିଙ୍କୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତର ବୟସ ୨୯ ବୟସ । ଖୋର୍ଦ୍ଧା ମଡେଲ ଥାନା କେସ ନମ୍ବର ୨୫୦/ ୨୦୨୦ରେ ରୁଜୁ ହୋଇଥିଲା କେସ । ମାନ୍ୟବର କୋର୍ଟ ୧୦ ହଜାର ଟଙ୍କାର ଜରିମାନା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ୧ ବର୍ଷ ସଶ୍ରମ କାରଦାଣ୍ଡ ନିର୍ଦ୍ଦେଶ ଦିଆଯାଇଛି।