ନାବାଳିକାଙ୍କୁ ଅପହରଣ ଅଭିଯୋଗ
ଯୋଡା, ୨୪ା୯(ମାନସ ମହାନ୍ତି)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି। ନାବାଳିକାଙ୍କ ବୟାନକୁ ଭିତ୍ତି କରି ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ଦୀପ୍ତିରଞ୍ଜନ ସାହୁ ସୂଚନା ଦେଇଛନ୍ତି। The post ନାବାଳିକାଙ୍କୁ ଅପହରଣ ଅଭିଯୋଗ appeared first on Dharitri Odia News.
ଯୋଡା, ୨୪ା୯(ମାନସ ମହାନ୍ତି)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି। ନାବାଳିକାଙ୍କ ବୟାନକୁ ଭିତ୍ତି କରି ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ଦୀପ୍ତିରଞ୍ଜନ ସାହୁ ସୂଚନା ଦେଇଛନ୍ତି।
The post ନାବାଳିକାଙ୍କୁ ଅପହରଣ ଅଭିଯୋଗ appeared first on Dharitri Odia News.