ନାରୀ ନିର୍ଯାତନା ପ୍ରତିବାଦରେ ଜୟପୁର DIG କାର୍ଯ୍ୟାଳୟ ଘେରାଉ କଲା ବିଜେଡି
ଜୟପୁର : ରାଜ୍ୟରେ ବଢିଛି ନାରୀ ନିର୍ଯାତନା। ରାତିପାହିଲେ ଘଟିଚାଲିଛି ଦୁଷ୍କର୍ମ ଘଟଣା। ରାଜ୍ୟରେ ନାରୀ ନୁହନ୍ତି ସୁରକ୍ଷିତ। ଏନେଇ... The post ନାରୀ ନିର୍ଯାତନା ପ୍ରତିବାଦରେ ଜୟପୁର DIG କାର୍ଯ୍ୟାଳୟ ଘେରାଉ କଲା ବିଜେଡି appeared first on .
ଜୟପୁର : ରାଜ୍ୟରେ ବଢିଛି ନାରୀ ନିର୍ଯାତନା। ରାତିପାହିଲେ ଘଟିଚାଲିଛି ଦୁଷ୍କର୍ମ ଘଟଣା। ରାଜ୍ୟରେ ନାରୀ ନୁହନ୍ତି ସୁରକ୍ଷିତ। ଏନେଇ ଆଜି ବିଜେଡି ପକ୍ଷରୁ ଜୟପୁରସ୍ଥିତ DIG କାର୍ଯ୍ୟାଳୟ ଘେରାଉ କରାଯାଇଛି। ୪ ଜିଲ୍ଲାର ବିଜେଡି ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିଛନ୍ତି। ବର୍ଷା ସତ୍ତ୍ବେ ବିଜେଡି ନେତା ଓ କର୍ମୀ କରିଛନ୍ତି ଆନ୍ଦୋଳନ। ମହିଳାମାନଙ୍କ ସୁରକ୍ଷା ଲାଗି ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ଆହ୍ବାନ ଦିଆଯାଇଛି। ଗତ ୧୩ ମାସ ଧରି ରାଜ୍ୟରେ ନାରୀ ନିର୍ଯାତନା ବଢିଚାଲିଥିବାରୁ ଦଳପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ବିକ୍ଷୋଭରେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବିଧାୟକଙ୍କ ସମେତ ବହୁ ନେତା ସାମିଲ ହୋଇଛନ୍ତି।…
The post ନାରୀ ନିର୍ଯାତନା ପ୍ରତିବାଦରେ ଜୟପୁର DIG କାର୍ଯ୍ୟାଳୟ ଘେରାଉ କଲା ବିଜେଡି appeared first on .