ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ମାଟିରେ ନିଆରା ଢଙ୍ଗରେ ନିଜ ଜନ୍ମଦିନକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ସ୍ଥିତ ଗାଡ଼କଣ ଗାଁରେ ପ୍ରଧାନମନ୍ତ୍ରୀ ମୋଦି ରହିଲେ ୩୦ ମିନିଟ୍। ଗ୍ରାମବାସୀଙ୍କ ସହ ଆଲୋଚନା କଲେ, ଆବାସ ଯୋଜନାରେ ଗୃହ ପ୍ରବେଶ କରାଇଲେ ଆଉ ଶେଷରେ କ୍ଷୀରି ଖାଇ ଜନ୍ମଦିନ ପାଳିଲେ। ଦେଖନ୍ତୁ ପୂରା ରିପୋର୍ଟ।