ନିଖୋଜ ପ୍ରଫେସରଙ୍କ ମୃତଦେହ ଠାବ, ହତ୍ୟା ନା’ ଆତ୍ମହତ୍ୟା ଅସ୍ପଷ୍ଟ

କଟକ ୧୭।୧୨: ମହାନଦୀ ଯୋବ୍ରା ଆନିକଟରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ । ଯୋବ୍ରା ଆନିକଟ ସ୍ଥିତ ୯୩ ଗେଟ୍‌ରୁ ମୃତଦେହ ଠାବ ।  ମୃତକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ । ତାଙ୍କ ବୟସ ୭୮ ବର୍ଷ । ସେ ଜଣେ ଅବସରପ୍ରାପ୍ତ ପ୍ରଫେସର । ମୃତକଙ୍କ ପରିବାର ଲୋକ ୧୫ ତାରିଖ ଦିନ ନନ୍ଦନକାନନ ଥାନାରେ ମିସିଂ କେଶ କରିଥିଲେ । ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read:ଟ୍ୟାଙ୍କର ଧକ୍କାରେ ବାଇକ ଆରୋହୀ ମୃତ, ଦୁର୍ଘଟଣା ପରେ ଡ୍ରାଇଭର-ହେଲପର ଫେରାର୍ 

ନିଖୋଜ ପ୍ରଫେସରଙ୍କ ମୃତଦେହ ଠାବ, ହତ୍ୟା ନା’ ଆତ୍ମହତ୍ୟା ଅସ୍ପଷ୍ଟ

କଟକ ୧୭।୧୨: ମହାନଦୀ ଯୋବ୍ରା ଆନିକଟରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ । ଯୋବ୍ରା ଆନିକଟ ସ୍ଥିତ ୯୩ ଗେଟ୍‌ରୁ ମୃତଦେହ ଠାବ ।  ମୃତକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ । ତାଙ୍କ ବୟସ ୭୮ ବର୍ଷ । ସେ ଜଣେ ଅବସରପ୍ରାପ୍ତ ପ୍ରଫେସର । ମୃତକଙ୍କ ପରିବାର ଲୋକ ୧୫ ତାରିଖ ଦିନ ନନ୍ଦନକାନନ ଥାନାରେ ମିସିଂ କେଶ କରିଥିଲେ । ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ଟ୍ୟାଙ୍କର ଧକ୍କାରେ ବାଇକ ଆରୋହୀ ମୃତ, ଦୁର୍ଘଟଣା ପରେ ଡ୍ରାଇଭର-ହେଲପର ଫେରାର୍