ନିଜ ପରିବାରକୁ ନିଶା ଦେଇ ପ୍ରେମିକ ସହ ନାବାଳିକା ଫେରାର !
ଯାଜପୁର: ନିଜ ପରିବାରକୁ ନିଶା ଦେଇ ପ୍ରେମିକ ସହ ପ୍ରେମିକା ଫେରାର । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକର ପ୍ରରୋଚନାରେ ପଡ଼ି ବାପା, ମାଆ ଓ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ଫେରାର ହୋଇଗଲା ନାବାଳିକା ଝିଅ। ବାପା ମାଆ ସମେତ ଅସୁସ୍ଥ ୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘରୁ ସୁନା ଗହଣା ନେଇ ପ୍ରେମିକ ସହ ନାବାଳିକା ପଳାଇଥିବା ଅଭିଯୋଗ ହୋଇଛି। ଏହି […]

ଯାଜପୁର: ନିଜ ପରିବାରକୁ ନିଶା ଦେଇ ପ୍ରେମିକ ସହ ପ୍ରେମିକା ଫେରାର । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକର ପ୍ରରୋଚନାରେ ପଡ଼ି ବାପା, ମାଆ ଓ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ଫେରାର ହୋଇଗଲା ନାବାଳିକା ଝିଅ। ବାପା ମାଆ ସମେତ ଅସୁସ୍ଥ ୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘରୁ ସୁନା ଗହଣା ନେଇ ପ୍ରେମିକ ସହ ନାବାଳିକା ପଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।