ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ତେଜସ୍ବୀ
ପାଟନା,୯।୪:ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଆର୍ଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ନିଜକୁ ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ପାଟନାର ମୁସାହାର-ଭୁଇୟା ମହାରାଲିରେ ଉଦ୍ବୋଧନ ଦେଇ ତେଜସ୍ବୀ କହିଛନ୍ତି, ଆର୍ଜେଡି ନେତୃତ୍ୱରେ ମହାମେଣ୍ଟ କ୍ଷମତାକୁ ଆସିଲେ ଏବଂ ସେ ମୁଖ୍ୟମନ୍ତ୍ରୀ ହେଲେ ମାଇ-ବେହନ ସମ୍ମାନ ଯୋଜନାରେ ଆର୍ଥତ୍କ ପଛୁଆ ବର୍ଗର ଲୋକମାନଙ୍କୁ ସୁବିଧା ଯୋଗାଇ ଦିଆଯିବ। ଗରିବଙ୍କୁ ପକ୍କାଘର ନିର୍ମାଣ ପାଇଁ ଜମି ଓ ନିଯୁକ୍ତି ଯୋଗାଇ ଦିଆଯିବ। ବୟସ କମ୍ ହେଲେ […] The post ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ତେଜସ୍ବୀ appeared first on Dharitri Odia News.
ପାଟନା,୯।୪:ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଆର୍ଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ନିଜକୁ ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ପାଟନାର ମୁସାହାର-ଭୁଇୟା ମହାରାଲିରେ ଉଦ୍ବୋଧନ ଦେଇ ତେଜସ୍ବୀ କହିଛନ୍ତି, ଆର୍ଜେଡି ନେତୃତ୍ୱରେ ମହାମେଣ୍ଟ କ୍ଷମତାକୁ ଆସିଲେ ଏବଂ ସେ ମୁଖ୍ୟମନ୍ତ୍ରୀ ହେଲେ ମାଇ-ବେହନ ସମ୍ମାନ ଯୋଜନାରେ ଆର୍ଥତ୍କ ପଛୁଆ ବର୍ଗର ଲୋକମାନଙ୍କୁ ସୁବିଧା ଯୋଗାଇ ଦିଆଯିବ। ଗରିବଙ୍କୁ ପକ୍କାଘର ନିର୍ମାଣ ପାଇଁ ଜମି ଓ ନିଯୁକ୍ତି ଯୋଗାଇ ଦିଆଯିବ। ବୟସ କମ୍ ହେଲେ ମଧ୍ୟ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବି ବୋଲି ତେଜସ୍ବୀ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆକ୍ଷେପ କରି କହିଛନ୍ତି।
The post ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ତେଜସ୍ବୀ appeared first on Dharitri Odia News.