ନିଜେ ଚାଲିଗଲେ, ବଞ୍ଚାଇଦେଲେ ୬୦ରୁ ଅଧିକ ଜୀବନ

ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା। ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୬୦ରୁ ଅଧିକଜୀବନ। ସେପଟେ ରାସ୍ତାମଝିରେ ହନ୍ତସନ୍ତ ଅତିଥିଙ୍କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛନ୍ତି ଜଣେ ସ୍ଥାନୀୟ ଡ୍ରାଇଭର।