ନିର୍ବାଚନ ଆଚରଣ ବିଧି ବିଜେଡି ଉଲଙ୍ଘନ କରିଥିବା ଅଭିଯୋଗ, ସିଇଓଙ୍କ ନିକଟରେ ବିଜେପି ଫେରାଦ

ଭୁବନେଶ୍ବର ୧୯।୪: ବିଜେଡି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ସରକାରୀ ଦଳ ଅବାଧ ଅଚରଣ ବିଧିରେ ବ୍ୟାଘାତ ସୃଷ୍ଟି କରୁଛି ତାକୁ ନେଇ ଅଭିଯୋଗ କରିଛି ବିଜେପି  l ୨ଟି ଅଭିଯୋଗ ମଧ୍ୟରେପ୍ରଥମ ଅଭିଯୋଗ ଅନୁସାରେ ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ମୁନିଗୁଡା ଅଞ୍ଚଳର ବିଷମ କଟକର ରାୟଗଡାରେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ସମୟରେ ସାଧାରଣ ଭୋଟରମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି ସଧାରଣ ଲୋକଙ୍କୁ ବିରୋଧ କରିଥିଲେ ଓ ଏହାକୁ ମନ୍ତ୍ରୀ ନୀରବ ଭାବେ ଦେଖିବା ସହ ହସରେ ଉଡାଇ ଦେଇଥିଲେ ସେ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି   ହରେକୃଷ୍ଣ ବେହେରା, ହରେନ୍ଦ୍ର ଗୌଡ଼ l ଏହି ଘଟଣାକୁ ୫ ଦିନ ହେଲାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଦଳ କହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ମନ୍ତ୍ରୀ ଓ ବିରୋଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ସିଇଓଙ୍କ ନିକଟରେ ଦାବି କରିଛି  l ସେହିପରି ବ୍ରହ୍ମପୁରରେ ପ୍ରାର୍ଥୀଙ୍କ ସହ ହାବିଲଦାର ସଙ୍ଘର କିଛି କର୍ମୀ ବିଜୁ ବାବୁଙ୍କ ଫ୍ୟାନ ଗୀତରେ ବୁଲି ବୁଲି ନାଚିବା ନେଇ ଦଳ ଅଭିଯୋଗ କରିଛି ଏଣୁ ଯଥାଶୀଘ୍ର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବି କରିଛି । You

ନିର୍ବାଚନ ଆଚରଣ ବିଧି ବିଜେଡି ଉଲଙ୍ଘନ କରିଥିବା ଅଭିଯୋଗ, ସିଇଓଙ୍କ ନିକଟରେ ବିଜେପି ଫେରାଦ

ଭୁବନେଶ୍ବର ୧।୪: ବିଜେଡି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ସରକାରୀ ଦଳ ଅବାଧ ଅଚରଣ ବିଧିରେ ବ୍ୟାଘାତ ସୃଷ୍ଟି କରୁଛି ତାକୁ ନେଇ ଅଭିଯୋଗ କରିଛି ବିଜେପି  l ୨ଟି ଅଭିଯୋଗ ମଧ୍ୟରେ

ପ୍ରଥମ ଅଭିଯୋଗ ଅନୁସାରେ ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ମୁନିଗୁଡା ଅଞ୍ଚଳର ବିଷମ କଟକର ରାୟଗଡାରେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ସମୟରେ ସାଧାରଣ ଭୋଟରମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି ସଧାରଣ ଲୋକଙ୍କୁ ବିରୋଧ କରିଥିଲେ ଓ ଏହାକୁ ମନ୍ତ୍ରୀ ନୀରବ ଭାବେ ଦେଖିବା ସହ ହସରେ ଉଡାଇ ଦେଇଥିଲେ ସେ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି   ହରେକୃଷ୍ଣ ବେହେରା, ହରେନ୍ଦ୍ର ଗୌଡ଼ l ଏହି ଘଟଣାକୁ ୫ ଦିନ ହେଲାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଦଳ କହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ମନ୍ତ୍ରୀ ଓ ବିରୋଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ସିଇଓଙ୍କ ନିକଟରେ ଦାବି କରିଛି  l ସେହିପରି ବ୍ରହ୍ମପୁରରେ ପ୍ରାର୍ଥୀଙ୍କ ସହ ହାବିଲଦାର ସଙ୍ଘର କିଛି କର୍ମୀ ବିଜୁ ବାବୁଙ୍କ ଫ୍ୟାନ ଗୀତରେ ବୁଲି ବୁଲି ନାଚିବା ନେଇ ଦଳ ଅଭିଯୋଗ କରିଛି ଏଣୁ ଯଥାଶୀଘ୍ର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବି କରିଛି । 

You Can Read :

ଭଦ୍ରକରେ କଂଗ୍ରେସ ଆରମ୍ଭ କଲା ନୂଆ ରଣନୀତି : ଏକାଠି ହେଲେ ବରିଷ୍ଠ ନେତାଙ୍କ ସହ ନବାଗତ