ନିର୍ବାଚନ କୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ।
କୋକସରା:୧୩/୦୪ ନିର୍ବାଚନ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା , ନିରପେକ୍ଷ ଏବଂ ଅବାଧ ସହ ସାଧାରଣ ଲୋକ ଙ୍କ ମଧ୍ୟ ରେ ଆତ୍ମବିଶ୍ବାସ ସୃଷ୍ଟି କରାଯାଇ ପାରିବ ଜନ ସାଧାରଣ ଙ୍କୁ ସଚେତନ କରିବା ପାଇଁ କଳାହାଣ୍ଡି ପ୍ରଶାସନ ନିର୍ଦ୍ଦେଶ କ୍ରମେ କୋକସରା ବ୍ଲକ ଆମପାଣି ପୋଲିସ ପକ୍ଷରୁ କାଉଡୋଳା ଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।।ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେର ନେତୃତ୍ବ।ରେ ସିଆରପିଏଫ୍ ଯବାନ ମାନେ ସାମିଲ ହୋଇ ଏହି ଫ୍ଲାଗ ମାର୍ଚ୍ଚ […] The post ନିର୍ବାଚନ କୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ । appeared first on Odisha.News.

କୋକସରା:୧୩/୦୪
ନିର୍ବାଚନ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା , ନିରପେକ୍ଷ ଏବଂ ଅବାଧ ସହ ସାଧାରଣ ଲୋକ ଙ୍କ ମଧ୍ୟ ରେ ଆତ୍ମବିଶ୍ବାସ ସୃଷ୍ଟି କରାଯାଇ ପାରିବ ଜନ ସାଧାରଣ ଙ୍କୁ ସଚେତନ କରିବା ପାଇଁ କଳାହାଣ୍ଡି ପ୍ରଶାସନ ନିର୍ଦ୍ଦେଶ କ୍ରମେ କୋକସରା ବ୍ଲକ ଆମପାଣି ପୋଲିସ ପକ୍ଷରୁ କାଉଡୋଳା ଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।।ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେର ନେତୃତ୍ବ।ରେ ସିଆରପିଏଫ୍ ଯବାନ ମାନେ ସାମିଲ ହୋଇ ଏହି ଫ୍ଲାଗ ମାର୍ଚ୍ଚ କରିଥିଲେ । ନିର୍ବାଚନ ସମୟରେ।ଲୋକମାନେ କିଭଳି ଶାନ୍ତି ଶୃଙ୍ଖଳା ସହ ଏବଂ ନିର୍ଭୀକ ଭାବରେ ମତଦାନ କେନ୍ଦ୍ର କୁ ଯାଇ ନିଜ ର ମତଦାନ କରିବେ।ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନକରିବା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
The post ନିର୍ବାଚନ କୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ । appeared first on Odisha.News.