ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି, ଦାଗୀଙ୍କୁ କରାଯିବ ତଡ଼ିପାର୍

ତଡ଼ିପାର ହେବେ ପେସାଦାର ଅପରାଧୀ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବାପାଇଁ ଭୁବନେଶ୍ବର ସହରାଞ୍ଚଳ ପୋଲିସର ପ୍ରସ୍ତୁତି ବୈଠକ। ଡିସିପି ପ୍ରତୀକ ସିଂହ ଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ପେସାଦାର ଓ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର କରାଯିବ। ସେହିଭଳି ‘୨୪୦୦ରୁ ଅଧିକ NBW ଜାରି ହେବ । ସେମାନଙ୍କ ତାଲିକା ପ୍ରସ୍ତୁତ ସରିଛି। ବାରମ୍ବାର ଅପରାଧରେ ସମ୍ପୃକ୍ତଙ୍କ ବିରୋଧରେ ୧୧୦ , NSA ବୁକ୍ ହେବ। ଲାଇସେନ୍ସ ବନ୍ଧୁକଧାରୀଙ୍କ […] The post ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି, ଦାଗୀଙ୍କୁ କରାଯିବ ତଡ଼ିପାର୍ appeared first on KNews Odisha.

ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି, ଦାଗୀଙ୍କୁ କରାଯିବ ତଡ଼ିପାର୍
dcp

ତଡ଼ିପାର ହେବେ ପେସାଦାର ଅପରାଧୀ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବାପାଇଁ ଭୁବନେଶ୍ବର ସହରାଞ୍ଚଳ ପୋଲିସର ପ୍ରସ୍ତୁତି ବୈଠକ। ଡିସିପି ପ୍ରତୀକ ସିଂହ ଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ପେସାଦାର ଓ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର କରାଯିବ। ସେହିଭଳି ‘୨୪୦୦ରୁ ଅଧିକ NBW ଜାରି ହେବ ।

ସେମାନଙ୍କ ତାଲିକା ପ୍ରସ୍ତୁତ ସରିଛି। ବାରମ୍ବାର ଅପରାଧରେ ସମ୍ପୃକ୍ତଙ୍କ ବିରୋଧରେ ୧୧୦ , NSA ବୁକ୍ ହେବ। ଲାଇସେନ୍ସ ବନ୍ଧୁକଧାରୀଙ୍କ ତାଲିକା ପ୍ରସ୍ତୁତ କରିବ ପୋଲିସ। ଯାହାର ସମୟ ସୀମା ସରିଛି। ତାକୁ ସମୀକ୍ଷା କରାଯିବ। ନିଶା କାରବାର, ମଦ ଚୋରା ଚାଲାଣ ଉପରେ କଡ଼ା ନଜର ରହିବ। ସମସ୍ତ ଘଟଣା ଉପରେ ନଜର ସହ ଦାଗୀଙ୍କୁ ସ୍କାନରରେ ରଖାଯିବ ବୋଲି ସୂଚନା ଦେଇଛନ୍ତି DCP ପ୍ରତୀକ ସିଂହ ।

The post ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି, ଦାଗୀଙ୍କୁ କରାଯିବ ତଡ଼ିପାର୍ appeared first on KNews Odisha.